Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

ପିପିଲି: ଢ଼ଁପୁର ଗ୍ରାମରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକଙ୍କ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

Pipili, Puri | Dec 3, 2024
ଆଜି ପୂର୍ବାହ୍ନ ୧୧ଟାରେ ତ଼େଲାଙ୍ଗ ବ୍ଳକର ଢ଼ ପୁର ଗ୍ରାମରେ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକ ମାନଙ୍କ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗବେଷଣା କେନ୍ଦ୍ରର ମୁଖ୍ୟ ଫିଲିଫାଇନ୍ସର ଜେନେରାଲ ୱାରିନ ପି ଣ୍ଡୋଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଢଁ ପୁର ଗ୍ରାମରେ ପହଞ୍ଚି ଧାନ କ୍ଷେତରେ ଆଧୁନିକ ଯନ୍ତ୍ରପାତି ପ୍ରଣାଳୀରେ କରାଯାଇଥିବା ଧାନ ଚାଷକୁ ବୁଲି ଦେଖୁଥିଲେ । ସେହିଭଳି ବୈଜ୍ଞାନିକ ପ୍ରଣାଳୀରେ ଧାନ ଚାଷ କଲେ କିଭଳି କମ ଖର୍ଚ୍ଚରେ ଅଧିକ ଲାଭ ମିଳିବ ସେନେଇ ଉପସ୍ଥିତ ଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀମାନଙ୍କୁ ବୁଝାଇଥିଲେ ।