Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

ନିମାପଡା: ଡେଣୁଅ ଛକରେ ବାଇକ୍ ଦୁର୍ଘଟଣାରେ ୩ ଗୁରୁତର, ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରି ପୁଲିସର ତଦନ୍ତ ଜାରି

Nimapada, Puri | Dec 1, 2024
ଆଜି ପୂର୍ବାହ୍ନରେ ତେଣୁଅ ଛକରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସ୍ଥାନୀୟ ଛେନୁଅ ଗ୍ରାମର ସାଇ ପ୍ରସାଦ ସାହୁ, ଜାଗ୍ରତ ସାହୁ ଓ ସୁରେଶ ପଳେଇ ବୋଲି ଜଣା ପଡିଛି। ସ୍ଥାନୀୟ ଲୋକେ ଗୁରୁତର ୩ଜଣଙ୍କୁ ଉଦ୍ଧାର କରି ନିମାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ୩ଜଣ ବାଇକ୍ ରେ ନିମାପଡା ଯାଉଥିଲା ବେଳେ ତେଣୁଅ ଛକରେ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ନିମାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା