Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

କାକଟପୁର: କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ସାଇକ୍ଲୋଥନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ପୌର ପରିଷଦ ଅଧ୍ୟକ୍ଷା

Kakatpur, Puri | Nov 30, 2024
ଆଜି ପୂର୍ବାହ୍ନ ୧୦ଟାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସାଇକ୍ଲୋଥନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପର୍ଯ୍ୟଟନ ବିଭାଗ ଅଧିକାରୀ ଅମିୟ ରଞ୍ଜନ ସେଠୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ସୋଭାଯାତ୍ରା ବଜାର ଓ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପିଠରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ କୋଣାର୍କ ଅଞ୍ଚଳର ସମସ୍ତ କଲେଜ, ସ୍କୁଲର ଛାତ୍ର ଛାତ୍ରୀଓ ବୁଦ୍ଧିଜୀବୀ ମାନେ ସାମିଲ ମୋ କୋଣାର୍କ ମୋ ଗର୍ବ, ପଲିଥିନ ମୁକ୍ତ କୋଣାର୍କ, ବୃକ୍ଷ ହିଁ ଜୀବନ ଆଦି ସଚେତନତା ନାରା ଦେଇଥିଲେ।

MORE NEWS