Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

କାକଟପୁର: କୋଣାର୍କ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ଅନ୍ତର୍ଜାତୀୟ ୩୫ତମ କୋଣାର୍କ ଉତ୍ସବର ୨ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ମଣିପୁରୀ ଓ ଓଡ଼ିଶୀ ନୃତ୍ୟ

Kakatpur, Puri | Dec 2, 2024
ଆଜି ସନ୍ଧ୍ୟା ସାଡେ ୬ତାରେ କୋଣାର୍କ ସ୍ଥିତ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ୩୫ତମ ଆନ୍ତର୍ଜାତୀୟ କୋଣାର୍କ ଉତ୍ସବର ୨ୟ ସନ୍ଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲା। ଅଞ୍ଜିକା ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ମଣିପୁରୀ ନୃତ୍ୟ ଚିତ୍ତାକର୍ଷକ ହୋଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ ସିଞ୍ଜନ ଅନୁଷ୍ଠାନ କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

MORE NEWS