Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

ପିପିଲି: ଉତ୍ତରା ସ୍ଥିତ ବିଶାଲ ଗାର୍ଡେନ ଆପାର୍ଟମେଣ୍ଟରୁ ଗତ ବିଳମ୍ବିତ ରାତିରେ ସିରିଜ ଚୋରି; ପୋଲିସର ତଦନ୍ତ ଜାରି, ଅନ୍ତେବାସୀଙ୍କ ପ୍ରତିକ୍ରିୟା

Pipili, Puri | Dec 1, 2024
ଗତକାଲି ବିଳମ୍ବିତ ରାତିରେ ଉତରା ସ୍ଥିତ ବିଶାଲ ଗାର୍ଡେନ ଆପାର୍ଟମେଣ୍ଟର ତାଲା କାଟି ଦୃର୍ବୁତ୍ତ ମାନେ ୪, ଗୋଟି ଫ୍ଲାଟରୁ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ କୌଶଲ୍ୟା ଗଙ୍ଗ ଫାଣ୍ଡି ପୋଲିସ ନିକଟରେ ଆଜି ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏଭଳି ସିରିଜ୍ ଚୋରୀକୁ ନେଇ ଆପାର୍ଟମେଣ୍ଟର ଅନ୍ତେବାସୀ ମାନେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି। ଏନେଇ ଆଜି ମଧ୍ୟାହ୍ନ ୧୨ଟାରେ ଜଣେ ଅନ୍ତେବାସୀ ନିଜ ପ୍ରତିକ୍ରିୟା ରଖିଛନ୍ତି।