Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

ସତ୍ୟବାଦୀ: ସଦାନନ୍ଦପୁର ଗ୍ରାମରେ ଜାଗାବାଡି ବିବାଦକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି

Satyabadi, Puri | Nov 30, 2024
ଜାଗାବାଡି ବିବାଦକୁ କେନ୍ଦ୍ରକରି ସଦାନନ୍ଦ ପୁର ଗ୍ରାମର ଦୁର୍ଯ୍ୟୋଧନ ସୁନ୍ଦରାୟଙ୍କ ପତ୍ନୀ ଭବାନୀ ସୁନ୍ଦରାୟଙ୍କୁ ସେହି ଗ୍ରାମର ଶିବରାମ ପଣ୍ଡା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିଥିବା ନେଇ ଗତକାଲି ରାତି ୮ଟାରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଆଜି ସନ୍ଧ୍ୟାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସତ୍ୟବାଦୀ: ସଦାନନ୍ଦପୁର ଗ୍ରାମରେ ଜାଗାବାଡି ବିବାଦକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି - Satyabadi News