Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

ନିମାପଡା: ଚଅଁରପଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Nimapada, Puri | Dec 2, 2024
ଆଜି ଅପରାହ୍ନ ତିନିଟାରେ ବ୍ଳକ ଅନ୍ତର୍ଗତ ଚଅଁରପଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସ୍ଥାନୀୟ ସରପଞ୍ଚ ତପନ କୁମାର ମଲ୍ଲିକ, ସମିତି ସଭ୍ୟା ଶକୁନ୍ତଳା ନାଏକ, ମଣ୍ଡଳ ସଭାପତି ସତ୍ୟ ଭୂଷଣ ସ୍ୱାଇଁଙ୍କ ସମେତ ପଞ୍ଚାୟତର ୨୩ଗୋଟି ୱାର୍ଡର ସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ବେହେରା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଆସିଥିବା ନୂଆ ଗାଇଡ ଲାଇନ ଉପରେ ସଚେତନ କରାଇଥିଲେ।