Public App Logo
Jansamasya
News
Bjp
National
Bihar
India
कांग्रेस
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
Cbse
Lucknow
No video available

ପିପିଲି: କାକୁଡିଆ ଛକରେ ଯାତ୍ରୀବାହୀ ବସ ଓ ହାଇୱା ମୁହାଁମୁହିଁ ଧକ୍କାରେ ୨ ଗୁରୁତର, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ପୋଲିସ ପକ୍ଷରୁ ତଦନ୍ତ ଜାରି

Pipili, Puri | Dec 6, 2024
ଆଜି ସକାଳ ସାଡେ ୭ଟାରେ ପିପିଲି ଜଟଣୀ ମୁଖ୍ୟ ରାସ୍ତାର କାକୁଡିଆ ଛକରେ ସାଇରାମ ନାମକ ଏକ ଯାତ୍ରୀ ବାହି ବସ ଓ ହାଇୱା ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।ଫଳରେ ବସ ରେ ଥିବା ୨ଜଣ ଯାତ୍ରୀ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପିପିଲି ମେଡିକାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତ ସ୍ଵାଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣା ଗ୍ରସ୍ତ ବସ ଓ ହାଇୱେକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପିପିଲି: କାକୁଡିଆ ଛକରେ ଯାତ୍ରୀବାହୀ ବସ ଓ ହାଇୱା ମୁହାଁମୁହିଁ ଧକ୍କାରେ ୨ ଗୁରୁତର, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ପୋଲିସ ପକ୍ଷରୁ ତଦନ୍ତ ଜାରି - Pipili News