Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Uttar_pradesh
Congress
Modi
Delhi
Viral
Crime
Rajasthan
���मित_शाह
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata
Aap
No video available

ସତ୍ୟବାଦୀ: ବିଜେଡିର ସଭ୍ୟସଂଗ୍ରହ ଅଭିଯାନ କର୍ମଶାଳା ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ବ୍ଲକ ଅଧ୍ୟକ୍ଷ

Satyabadi, Puri | Dec 1, 2024
ସତ୍ୟବାଦୀ ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ସ୍ଥାନୀୟ ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅପରାହ୍ନ ଚାରିଟା ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତ ରାୟ, ଆତ୍ମା ଅଧ୍ୟକ୍ଷ ମହମଦ ଜିକିରିୟା,, ବ୍ଲକ ବିଜେଡି ସଭାପତି ପ୍ରମୋଦ ରାୟ, ଯୁବ ସଭାପତି ଶରତ ରାଉତ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ବ୍ଲକ୍ ଅଧ୍ୟକ୍ଷ ସୁନିଲ ପଣ୍ଡା ଘଟଣା ସ୍ଥଳରେ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ।
ସତ୍ୟବାଦୀ: ବିଜେଡିର ସଭ୍ୟସଂଗ୍ରହ ଅଭିଯାନ କର୍ମଶାଳା ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ବ୍ଲକ ଅଧ୍ୟକ୍ଷ - Satyabadi News