Public App Logo
Profile Picture

Public News Patna

@abhidhenkikote
202204Followers
6Following
ପାଟଣା: ଗାଇଁସିରି ଗ୍ରାମରେ କୀଟନାଶକ ଖାଇ ମହିଳାଙ୍କ ଆତ୍ମହତ୍ୟା
ପାଟଣା: ଗୋଡିପୋଖରୀ ବିଦ୍ୟୁତ ଗ୍ରୀଡ଼ ନିକଟରୁ ବିଦେଶୀ ମଦ ସହ ସ୍କୁଟି ଜବତ, ୨ ଜଣ ଗିରଫ
ପାଟଣା: ଝାରବେଲଦା ନିକଟରେ ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା
ପାଟଣା: ଗମ୍ଭାରିଆ ନିକଟରେ ୩ ବାଇକକୁ ଧକ୍କା ଦେଇ ବାଇକ ଦୁର୍ଘଟଣାଗ୍ରସ୍ତ, ୪ ଜଣ ଗୁରୁତର
ପାଟଣା: ପାରାଭାଡି ଛକ ନିକଟରେ ଟ୍ରାକ୍ଟର ପଛରେ ଧକ୍କା ଦେଲା ବାଇକ, ଜଣେ ମୃତ
ପାଟଣା: ସାରୁପାଟ ଗ୍ରାମରେ ନଦୀର ଗଭୀର ପାଣିରେ ବୁଡି ଯୁବକ ମୃତ
ପାଟଣା: ଘଟଗାଁ ମା' ତାରିଣୀ ମନ୍ଦିର ପରିସରରେ ବନ ବିଭାଗ ପକ୍ଷରୁ ୭୫ ତମ ବନ ସପ୍ତାହ ପାଳିତ
ପାଟଣା: ଉଦୟପୁର ଓ ସୁରେନ୍ଦ୍ରପୁର ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ; ଚୋରା ମଦ ଜବତ ସହ ୨ ଜଣ ଗିରଫ ହୋଇ କୋର୍ଟ ଚାଲାଣ
ପାଟଣା: ସରାସକୋଲା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଶିଶୁକନ୍ୟା ମୃତ
ପାଟଣା: ପାଟଣା ରେଞ୍ଜ ରେ ଗୋଠ ଛଡ଼ା ଦନ୍ତା ଆତଙ୍କ, କେନ୍ଦେଇପଶି ବେହେରା ସାହିରେ ଗୋଟିଏ ରାତିରେ ଭାଙ୍ଗିଲା ୩ ଘର
ପାଟଣା: କପାସପଡା ବୁଲାଣି ନିକଟରେ ଜିଆଇ ସୁରକ୍ଷା ବାଡାରେ ପିଟିହେଲା ବାଇକ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ପାଟଣା: ୪୯ ନମ୍ବର ଜାତୀୟ ରାଜପଥ ଚିଲିଦା ଢାବା ନିକଟରେ ଟ୍ରକ ପଛରେ ଧକ୍କା ଦେଲା ଟ୍ରଲର, ଚାଳକ ଗୁରୁତର
ପାଟଣା: ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ, ଭଣ୍ଡାରିବିଲା ଗ୍ରାମର ପରିବା ବଗିଚାରୁ ହରିଣ ଉଦ୍ଧାର କଲା ବନ ବିଭାଗ
ପାଟଣା: ଗୋଳାବନ୍ଧ ଛକ ନିକଟରେ ବାଇକ୍ ସହ ସ୍କୁଟି ର ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଜଣ ଗୁରୁତର
ପାଟଣା: ବାଉଁଶୁଳି ହନୁମାନ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ବୋଲେରୋ ଧକ୍କା ରେ ମାଆ ମୃତ, ପୁଅ ଗୁରୁତର
ପାଟଣା: ସାନ ବରବେଡା ହାଟ ଛକ ନିକଟରେ ଟ୍ରକ ପଛରେ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର
ପାଟଣା: ପିଇବା ପାଣି ପାଇଁ ଉତ୍ତେଜନା, ପାଟଣା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା
ପାଟଣା: ଧନୁର୍ଜୟପୁର ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ; ୨ ଯୁବକ ଗୁରୁତର, କେନ୍ଦୁଝର ସ୍ଥାନାନ୍ତରିତ
ପାଟଣା: ଢେଙ୍କିକୋଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା, ଦୁଇ ଯୁବକ ମୃତ
ପାଟଣା: ଦେଓଗାଁ ଗ୍ରାମର ଆକାଶିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କଲା ଅଗ୍ନିଶମ ବାହିନୀ
ପାଟଣା: ପାଟଣା ରେଞ୍ଜ ରେ ଗୋଠ ଛଡ଼ା ଦନ୍ତା ର ଉତ୍ପାତ, ଭାଙ୍ଗିଲା ୩ଘର ଖାଇ ଗଲା ଧାନ ଚାଉଳ
ପାଟଣା: ବିଲା ଛକ ରେ ଗୋରୁ ବୋଝେଇ ପଇକ୍ଅ ଭ୍ୟାନ ଅଟକ ରଖି ପୋଲିସ ର ଜିମା ଦେଲେ ସ୍ଥାନୀୟ ଲୋକେ, ୧୬ ଗୋରୁ ଉଦ୍ଧାର
ପାଟଣା: ୪୯ ନମ୍ବର ଜାତୀୟ ରାଜପଥରର ହାତୀବାରି ଛକ ନିକଟରେ ବାଇକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
ପାଟଣା: ଦୁର୍ଗାଦେଇପୁର ଗ୍ରାମରେ ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ୍ ଚୋରି କରି ୩ ଗିରଫ
ପାଟଣା: ଭାଲୁପାହାଡି ଗ୍ରାମରେ ଯୁବକ ଙ୍କ ଆକସ୍ମିକ ମୃତ୍ୟୁ, ଶବ ବ୍ୟବଚ୍ଛେଦ କରାଇଲା ପୋଲିସ