Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: କପାସପଡା ବୁଲାଣି ନିକଟରେ ଜିଆଇ ସୁରକ୍ଷା ବାଡାରେ ପିଟିହେଲା ବାଇକ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Patana, Kendujhar | May 27, 2024
କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ର କପାସପଡା ବୁଲାଣି ନିକଟରେ ବାଇକ ଦୁର୍ଘଟଣା ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ପାଟଣା ଥାନା ଡିଆନାଳୀ ଗ୍ରାମର ରଞ୍ଜିତ ମୁଣ୍ଡା ବୋଲି ଜଣାପଡିଛି। ସେ ତାଙ୍କ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ଢେଙ୍କିକୋଟକୁ କୌଣସି କାମରେ ଯାଇ ନିଜ ଗ୍ରାମ ଡିଆନାଳୀ କୁ ଫେରୁଥିବା ସମୟରେ କପାସପଡା ବୁଲାଣି ନିକଟରେ ରାସ୍ତାକଡ଼ରେ ଲାଗି ଥିବା ଜିଆଇ ସୁରକ୍ଷା ବାଡାରେ ବାଇକ ଟି ଭାଇସାମ୍ୟ ହରାଇ ପିଟି ହୋଇଥିଲା।
ପାଟଣା: କପାସପଡା ବୁଲାଣି ନିକଟରେ ଜିଆଇ ସୁରକ୍ଷା ବାଡାରେ ପିଟିହେଲା ବାଇକ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର - Patana News