Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: ୪୯ ନମ୍ବର ଜାତୀୟ ରାଜପଥରର ହାତୀବାରି ଛକ ନିକଟରେ ବାଇକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

Patana, Kendujhar | Apr 12, 2024
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ର ହାତୀବାରି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା।‌ ଏକ ବାଇକ୍ ସହ ଏକ ବୋଲେରୋ ର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ସ୍ବାମୀ ର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ବାଇକ୍ ଯୋଗେ ତୁରୁମୁଙ୍ଗା ରୁ ନିଜ ଘର ଚିଲିଦା ଫେରୁଥିବା ସମୟରେ ତୁରୁମୁଙ୍ଗା ଅଭିମୁଖେ ଆସୁଥିବାବେଳେ ବୋଲେରୋ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।