Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: ଦୁର୍ଗାଦେଇପୁର ଗ୍ରାମରେ ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ୍ ଚୋରି କରି ୩ ଗିରଫ

Patana, Kendujhar | Apr 12, 2024
କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ଆଜି ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ୍ ଚୋରି କରିଥିବା ୩ ଜଣ ଯୁବକ କୁ ଗିରଫ କରିଛି। ଏହା ସହ ସେମାନଙ୍କ ନିକଟରୁ ୨ଟି ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ୍ ଜବତ କରିଛି। ଅଭିଯୋଗ ଅନୁଯାୟୀ ୯ ତାରିଖ‌ ରାତିରେ ଦୁର୍ଗାଦେଇପୁର ଗ୍ରାମର ମାନସ ବେହେରା ଙ୍କ ଦୁଇଟି ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ୍ ଚୋରି ହୋଇଥିବା ନେଇ ସେ ୧୦ ତାରିଖ ରେ ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ।‌ ଏନେଇ ଥାନାରେ ୧୬୯/୨୦୨୪ ରେ ଏକ ଚୋରି ମାମଲ ରୁଜୁ କରାଯାଇ ପୋଲିସ ଘଟଣା ଛାନଭିନ ଚଳାଇଥିଲା ।
ପାଟଣା: ଦୁର୍ଗାଦେଇପୁର ଗ୍ରାମରେ ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ୍ ଚୋରି କରି ୩ ଗିରଫ - Patana News