Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: ପାଟଣା ରେଞ୍ଜ ରେ ଗୋଠ ଛଡ଼ା ଦନ୍ତା ଆତଙ୍କ, କେନ୍ଦେଇପଶି ବେହେରା ସାହିରେ ଗୋଟିଏ ରାତିରେ ଭାଙ୍ଗିଲା ୩ ଘର

Patana, Kendujhar | May 28, 2024
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେ ଗୋଠ ଛଡ଼ା ଦନ୍ତା ଆତଙ୍କ ଖେଳାଇବାରେ ଲାଗିଛି। ଦନ୍ତା ଟି ଗତ ରାତିରେ କେନ୍ଦେଇପଶି ବେହେରା ସାହିରେ ୩ ଟି ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି। ଦନ୍ତା ଟି ରାତି ପାଖାପାଖି ସାଢେ଼ ଗୋଟାଏ ସମୟରେ ବେହେରା ସାହିରେ ପଶି ତପନ କୁମାର ବେହେରା ଙ୍କ ଘରର କାନ୍ତ ଭାଙ୍ଗିଛି ସେହିପରି ବିଶ୍ୱକେସନ ବେହେରା ଓ କୁଳମଣି ବେହେରା ଘର ର‌ କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି। ଗତ କିଛିଦିନ ଧରି ଦନ୍ତା ଟି ବିଭିନ୍ନ ସ୍ଥାନରେ ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇ ଦେଉଥିବାରୁ ଲୋକେ ଭୟ ଆତଙ୍କ ରେ ରହୁଛନ୍ତି।