Public App Logo
Jansamasya
Jodhpur
Amitshah
Uppolice
Live
Pratapgarh
Westbengal
Ballia
Farrukhabad
Mirzapur
Rain
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal
Weather
Noida
Rahul
Indianews
New_delhi
Akhileshyadav
Upnews
Newsupdate
Dehradun
Viralvideo
No video available

ପାଟଣା: ଗୋଡିପୋଖରୀ ବିଦ୍ୟୁତ ଗ୍ରୀଡ଼ ନିକଟରୁ ବିଦେଶୀ ମଦ ସହ ସ୍କୁଟି ଜବତ, ୨ ଜଣ ଗିରଫ

Patana, Kendujhar | Jul 9, 2024
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ବିଦ୍ୟୁତ ଗ୍ରୀଡ଼ ନିକଟରୁ ଆଜି ସଂନ୍ଧ୍ୟା ରେ ବିଦେଶୀ ମଦ ସହ ଏକ ସ୍କୁଟି ଜବଦ କରିଛି ତୁରୁମୁଙ୍ଗା ପୋଲିସ । ଏହା ଦୁଇ ଜଣ ଯୁବକ ଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ସଦର ଥାନା ଅନ୍ତର୍ଗତ ଖଜୁରିପାଣି ଗ୍ରାମର ମହେନ୍ଦ୍ର ପାତ୍ର ଓ ନରେନ୍ଦ୍ର ପାତ୍ର । ତୁରୁମୁଙ୍ଗା ପୋଲିସ ପେଟ୍ରୋଲଂ ସମୟରେ ଥାନା ଏସ୍ ଆଇ ରସାନନ୍ଦ ନାଏକ ଉଭୟଙ୍କ ଠାରୁ ମଦ ଜବଦ କରିବା ସହ ସ୍କୁଟି ଜବଦ କରିଛନ୍ତି। ଉଭୟ ଙ୍କୁ ବେଇଆଇନ ମଦ କାରବାର ଅଭିଯୋଗ ରେ ଗିରଫ କରାଯାଇଥିବା ବେଳେ ଏନେଇ ଥାନାରେ ୨୧୮/୨୦୨୪ ଏକ ମାମଲା ରୁଜୁ ହୋଇଛି।