Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: ଉଦୟପୁର ଓ ସୁରେନ୍ଦ୍ରପୁର ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ; ଚୋରା ମଦ ଜବତ ସହ ୨ ଜଣ ଗିରଫ ହୋଇ କୋର୍ଟ ଚାଲାଣ

Patana, Kendujhar | Jun 1, 2024
କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶନିବାର ସାହାରପଡା ଫାଣ୍ଡି ଅଞ୍ଚଳ ରେ ଅବକାରୀ ଚଢ଼ାଉ କରାଯାଇ ୨୮ ଲିଟର ମହୁଲି ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ଉଦୟପୁର ଗ୍ରାମର ଘଣା ମୁଣ୍ଡା ଓ ସୁରେନ୍ଦ୍ରପୁର ଗ୍ରାମର ସତ୍ୟାନନ୍ଦ ମୁଣ୍ଡା ବୋଲି ଜଣାପଡିଛି। ଉଭୟ ଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି।