Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: ୪୯ ନମ୍ବର ଜାତୀୟ ରାଜପଥ ଚିଲିଦା ଢାବା ନିକଟରେ ଟ୍ରକ ପଛରେ ଧକ୍କା ଦେଲା ଟ୍ରଲର, ଚାଳକ ଗୁରୁତର

Patana, Kendujhar | May 10, 2024
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ର ଚିଲିଦା ଢାବା ନିକଟରେ ଆଜି ଅପରାହ୍ନରେ ଏକ ଟ୍ରଲର ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ରେ ଟ୍ରଲର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖିରେଇଟାଙ୍ଗିରୀ ଟୋଲ୍ ଗେଟ୍ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଟ୍ରଲର ଟି ଦୃତଗତି ରେ ତୁରୁମୁଙ୍ଗା ଅଭିମୁଖେ ଆସୁଥିବାବେଳେ ଟ୍ରକ ଟି ଢ଼ାବା ନିକଟରୁ ହଠାତ୍ ରାସ୍ତା ଉପରକୁ ଆସି ଯିବାରୁ ଟ୍ରଲର ଟି ଟ୍ରକ ପଛରେ ଧକ୍କା ଦେଇଥିଲା।