Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
No video available

ପାଟଣା: ବିଲା ଛକ ରେ ଗୋରୁ ବୋଝେଇ ପଇକ୍ଅ ଭ୍ୟାନ ଅଟକ ରଖି ପୋଲିସ ର ଜିମା ଦେଲେ ସ୍ଥାନୀୟ ଲୋକେ, ୧୬ ଗୋରୁ ଉଦ୍ଧାର

Patana, Kendujhar | Apr 21, 2024
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ର ବିଲା ଛକ ଠାରେ ଆଜି ସକଳ ସମୟରେ ଏକ ପିକ୍ଅପ ଭ୍ୟାନ ରେ ଅତି ଦୟନୀୟ ଅବସ୍ଥାରେ ୧୬ ଟି ଗୋରୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପିକ୍ଅପ ଭ୍ୟାନ କୁ ଅଟକ ରଖିଥିଲେ। ତେବେ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା। ଏନେଇ ପାଟଣା ଥାନା କୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୋରୁ ବୋଝେଇ ପଇକ୍ଅ ଭ୍ୟାନ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ସମସ୍ତ ଗୋରୁ ଗୁଡିକ ପଶ୍ଚିମବଙ୍ଗ ଚାଲାଣ ଉଦ୍ଦେଶ୍ୟରେ ନିଆ ଯାଉଥିବା ସ୍ଥାନୀୟ ଲୋକ ଙ୍କ ଠାରୁ ଜଣାପଡିଛି।
ପାଟଣା: ବିଲା ଛକ ରେ ଗୋରୁ ବୋଝେଇ ପଇକ୍ଅ ଭ୍ୟାନ ଅଟକ ରଖି ପୋଲିସ ର ଜିମା ଦେଲେ ସ୍ଥାନୀୟ ଲୋକେ, ୧୬ ଗୋରୁ ଉଦ୍ଧାର - Patana News