Public App Logo
Profile Picture

କେନ୍ଦ୍ରାପଡ଼ା ଖବର

@pattamundai01
6119Followers
0Following
କେନ୍ଦ୍ରାପଡା: ବେଆଇନ ମାଛ ମାରୁଥିବା ବେଳେ ଗହୀରମଥା ଅଭୟାରଣ୍ୟ ନିଷିଦ୍ଧାଞ୍ଚଳରୁ ମତ୍ସ୍ୟଜୀବୀଙ୍କୁ ଗିରଫ ସହ କୋର୍ଟ ଚାଲାଣ କଲା ବନ ବିଭାଗ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଳକ ମଣ୍ଡପଡା ଗ୍ରାମରେ ବିଳମ୍ବିତ ରାତିରେ ଅଟୋ ରେ ନିଆଁ ଲଗାଇଲେ ଅଜଣା ଦୁର୍ବୃତ୍ତ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆରେ ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ ଆଭାଷୀ ଉତ୍ସବର ଅନୁଷ୍ଠିତ
କେନ୍ଦ୍ରାପଡା: ରାଜନଗର ବ୍ଳକ ପେଣ୍ଠ ଗାଁ ରୁ ଧରା ହେଲା 10 ଫୁଟ ଲମ୍ବର କୁମ୍ଭୀର
କେନ୍ଦ୍ରାପଡା: ପେଣ୍ଠ ଗାଁ ପୋଖରୀରେ କୁମ୍ଭୀର, ସୁରକ୍ଷା ପାଇଁ ବନ ଅଧିକାରୀଙ୍କୁ ଗ୍ରାମବାସୀ କଲେ ନିବେଦନ
କେନ୍ଦ୍ରାପଡା: ସାଂସଦ ବୈଜୟନ୍ତ ପଣ୍ଡା ଦିନିକିଆ ପଟ୍ଟାମୁଣ୍ଡାଇ ଗସ୍ତ, ଆଠ ଘଣ୍ଟା କଟାଇଲେ ଚନ୍ଦନଗର ପଂଚାୟତରେ
କେନ୍ଦ୍ରାପଡା: କଳାକାର ଭତ୍ତା ଓ କଳାକାର ଚିହ୍ନଟ ଦାବି ନେଇ ରାଜକନିକା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିଲେ କଳାକାର
କେନ୍ଦ୍ରାପଡା: ବାର୍ଦ୍ଧକ୍ୟ ଭତା ପ୍ରଦାନରେ ପାତର ଅନ୍ତରକୁ ବିରୋଧ କରି ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ କାଉନସିଲର ଙ୍କ ଧାରଣା ତୃତୀୟ ଦିନରେ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତନୁପୁର ଗ୍ରାମରେ ବିବାଦୀୟ ସାରଥୀ ବାବା ଙ୍କ ପୂଜାକୁ ବିରୋଧ କଲେ ଗ୍ରାମବାସୀ, ପୋଲିସ ମୁତୟନ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବକ୍ତାରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ରାଜନଗର ବିଧାୟକ ଧ୍ରୁବ ସାହୁ
କେନ୍ଦ୍ରାପଡା: ରାଜନଗର ମହିଷାସୁର ସରସ୍ବତୀ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ରେ ଯୋଗଦେଲେ ରାଜନଗର ବିଧାୟକ ଧ୍ରୁବ ସାହୁ
କେନ୍ଦ୍ରାପଡା: ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଅନିୟମିତତାକୁ ବିରୋଧ କରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ କାଉନସିଲର
କେନ୍ଦ୍ରାପଡା: ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ଅବସରରେ ଦୁହୁରିଆ ଜିଲ୍ଲା କାର୍ଯ୍ୟାଳୟ ଠାରେ ଉତ୍ସବ ପାଳନ ରେ ଯୋଗଦେଲେ ମହାକାଳପଡ଼ା ବିଧାୟକ
କେନ୍ଦ୍ରାପଡା: ଶ୍ରୀରାମ ନବମୀ ଉପଲକ୍ଷେ ରାଜନଗର ଦାଣ୍ଡି ହନୁମାନ ମନ୍ଦିର ଛକରୁ ପଟ୍ଟାମୁଣ୍ଡାଇ ହନୁମାନ ମନ୍ଦିର ଯାଏ ବାହାରିଲା ହିନ୍ଦୁ ଏକତା ଶୋଭାଯାତ୍ରା
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକ ଧୋୟା ଅଞ୍ଚଳ ତୁଳସୀଡିଆର ଗାଁ ପାଖ ବ୍ରାହ୍ମଣୀ ନଦୀ କୂଳ ଖାଉଛି, ଆତଙ୍କିତ ଗ୍ରାମବାସୀ
କେନ୍ଦ୍ରାପଡା: ଦ୍ୱିତୀୟ ଦିନରେ ଚାନ୍ଦି ବାଉଁଶମୂଳ ଠିପି ଖୋଲା ବିଦେଶୀ ମଦ ଦୋକାନ ସମ୍ମୁଖରେ ମହିଳାଙ୍କ ଧାରଣା ଜାରି, ପ୍ରଶାସନ ନୀରବ
କେନ୍ଦ୍ରାପଡା: ରାଜପୁର ନିକଟ ବ୍ରାହ୍ମଣୀ ନଦୀରେ ବୁଡି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ଠିପି ଖୋଲା ବିଦେଶୀ ମଦ ଦୋକାନ ଘେରାଉ କଲେ ମହିଳା
କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ବ୍ରାହ୍ମଣୀ ନଦୀରେ ବୁଡି ଜଣେ ନିଖୋଜ ସନ୍ଦେହ
କେନ୍ଦ୍ରାପଡା: ପନ୍ତୁରି ଗ୍ରାମରେ ଜଣଙ୍କ ବ୍ୟକ୍ତିଗତ ଜାଗାରେ କିଛି ବ୍ୟକ୍ତି ଜବରଦସ୍ତ ରାସ୍ତା ତିଆରି କରୁଥିବା ନେଇ ତହସିଲଦାରଙ୍କୁ ଅଭିଯୋଗ କଲେ ଜାଗା ମାଲିକ
କେନ୍ଦ୍ରାପଡା: ଅରଡପଲ୍ଲୀ ପଞ୍ଚାୟତର ସମିତି ସଭ୍ୟା ସରିତା ବେହେରାଙ୍କ ଅକାଳ ବିୟୋଗ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅଣ୍ଢରା ମଧୁବାବୁ କଲ୍ୟାଣ ମଣ୍ଡପ ରେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଳକ ଗଣସଗ୍ରାମସମିତି ପକ୍ଷରୁ ନୂତନବ୍ଳକ ଦାବିରେ ବୈଠକଅନୁଷ୍ଠିତ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ  ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କଲେ ଥାନା ଅଧିକାରିଣୀ ବନ୍ଦନା ପାତ୍ର
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ, ଯୋଗଦେଲେ ବିଧାୟକ ଧ୍ରୁବ ସାହୁ
କେନ୍ଦ୍ରାପଡା: କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ପର୍ବ ପାଇଁ ମୁସଲମାନ ଭାଇଭଉଣୀ ମାନଙ୍କ ନିକଟରେ  ପହଞ୍ଚି ଇଦ୍-ମୁବାରକ ଜଣାଇଲେ ବିଧାୟକ