Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅଣ୍ଢରା ମଧୁବାବୁ କଲ୍ୟାଣ ମଣ୍ଡପ ରେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଳକ ଗଣସଗ୍ରାମସମିତି ପକ୍ଷରୁ ନୂତନବ୍ଳକ ଦାବିରେ ବୈଠକଅନୁଷ୍ଠିତ

ଓଡିଶା ସରକାର ସାରା ଓଡ଼ିଶାରେ ନୂତନ ବ୍ଳକ ସ୍ଥାପନ ପାଇଁ ପ୍ରସ୍ତାବ ଆଣିବା ଚର୍ଚ୍ଚା ପରେ ଅନେକ ସ୍ଥାନରେ ନୂତନ ବ୍ଳକ ଦାବି ଯୋର ଧରିଲାଣି l ଭୌଗଳିକ ଓ ଅର୍ଥନୈତିକ ସୁବିଧା ଦୃଷ୍ଟିରୁ ଅନେକ ପଂଚାୟତ ମିଶି ନୂତନ ବ୍ଳକ ପାଇଁ ଦାବି ଆରମ୍ଭ କଲେଣି lଆଜି ଦିନ 12 ଟା ସମୟରେ ପଟ୍ଟାମୁଣ୍ଡାଇ ବ୍ଳକ ଅଣ୍ଢରା ମଧୁବାବୁ କଲ୍ୟାଣ ମଣ୍ଡପ ରେ ସମଗ୍ର ଧୋୟାଞ୍ଚଳ ର 12 ରୁ ଊର୍ଧ୍ଵ ପଂଚାୟତ ର ନେତୃ ସ୍ଥାନୀୟ ଲୋକମାନେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଳକ ଗଣ ସଗ୍ରାମ ସମିତି ନାମରେ ଏକତ୍ରିତ ହୋଇ ଏକ ବୈଠକ କରି ନିଜର ଦାବି ସରକାର ଙ୍କ ନିକଟରେ ଉପସ୍ଥାପନ ପାଇଁ ପ୍ରସ୍ତୁତ ହୋଇଥିଲେ l

MORE NEWS

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅଣ୍ଢରା ମଧୁବାବୁ କଲ୍ୟାଣ ମଣ୍ଡପ ରେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଳକ ଗଣସଗ୍ରାମସମିତି ପକ୍ଷରୁ ନୂତନବ୍ଳକ ଦାବିରେ ବୈଠକଅନୁଷ୍ଠିତ - Kendrapara News