Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ପର୍ବ ପାଇଁ ମୁସଲମାନ ଭାଇଭଉଣୀ ମାନଙ୍କ ନିକଟରେ ପହଞ୍ଚି ଇଦ୍-ମୁବାରକ ଜଣାଇଲେ ବିଧାୟକ

Kendrapara, Kendrapara | Mar 31, 2025
ଆଜି ହେଉଛି ମୁସଲମାନ ମାନଙ୍କ ପବିତ୍ର ପର୍ବ ଇଦ୍-ଉଲ୍-ଫିତରl ରାଜନଗର ବ୍ଲକ୍ କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ରେ ଆୟୋଜିତ ହୋଉଛି ଉତ୍ସବ l ଏହି ଉପଲକ୍ଷେ ଆଜି ଦିନ 10 ଟା ସମୟରେ ରାଜନଗର ବ୍ଲକ୍ କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ସମୟରେ ମୁସଲମାନ ଭାଇଭଉଣୀ ମାନଙ୍କ ନିକଟରେ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହିତ ପହଞ୍ଚି ଇଦ୍-ମୁବାରକ ଜଣାଇବା ସହ ସମସ୍ତଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି କାମନା କଲେ ରାଜନଗର ବିଧାୟକ ଧ୍ରୁବ ସାହୁ l

MORE NEWS

କେନ୍ଦ୍ରାପଡା: କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ପର୍ବ ପାଇଁ ମୁସଲମାନ ଭାଇଭଉଣୀ ମାନଙ୍କ ନିକଟରେ ପହଞ୍ଚି ଇଦ୍-ମୁବାରକ ଜଣାଇଲେ ବିଧାୟକ - Kendrapara News