Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

କେନ୍ଦ୍ରାପଡା: ସାଂସଦ ବୈଜୟନ୍ତ ପଣ୍ଡା ଦିନିକିଆ ପଟ୍ଟାମୁଣ୍ଡାଇ ଗସ୍ତ, ଆଠ ଘଣ୍ଟା କଟାଇଲେ ଚନ୍ଦନଗର ପଂଚାୟତରେ

Kendrapara, Kendrapara | Apr 10, 2025
ଆଜି ଦିନ 11 ଟା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଦିନିକିଆ ଗସ୍ତରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗର ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଦଳୀୟ କାର୍ଯ୍ୟ ରେ ଯୋଗ ଦେଇଥିଲେ l ଗାଁ କୁ ଚାଲ ଅଭିଯାନ କ୍ରମରେ ସର୍ବପ୍ରଥମେ ବନ୍ତପାଟଣା ରୁ ଚନ୍ଦନନଗର ଉଚ୍ଚ ବିଦ୍ୟାଳୟ କୁ ଯାଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଭାଗନେଇଥିଲେ l ଅଢାଯୋଡ଼ି ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ରେ ଯାଇ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ lପରେ ବନ୍ତପାଟଣା ଶିବମନ୍ଦିର ପ୍ରାଙ୍ଗଣରେ କାର୍ଯ୍ୟକର୍ତ୍ତା ମାନଙ୍କର ବୈଠକ ନେଇ ସାଙ୍ଗଠନିକ ଆଲୋଚନା କରିଥିଲେ l

MORE NEWS

କେନ୍ଦ୍ରାପଡା: ସାଂସଦ ବୈଜୟନ୍ତ ପଣ୍ଡା ଦିନିକିଆ ପଟ୍ଟାମୁଣ୍ଡାଇ ଗସ୍ତ, ଆଠ ଘଣ୍ଟା କଟାଇଲେ ଚନ୍ଦନଗର ପଂଚାୟତରେ - Kendrapara News