Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ଠିପି ଖୋଲା ବିଦେଶୀ ମଦ ଦୋକାନ ଘେରାଉ କଲେ ମହିଳା

ଆଜି ଦିନ 11ଟା ବେଳେ ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ରେ ଥିବା ଠିପି ଖୋଲା ବିଦେଶୀ ମଦ ଦୋକାନ ଘେରାଉ କଲେ ମହିଳା l ଜନବସତୀ ଓ ମୁଖ୍ୟ ବଜାରରେ ଥିବା ଦୋକାନ ବନ୍ଦ କରିବାକୁ ଦୀର୍ଘ ଦିନ ଧରି ପ୍ରଶାସନ କୁ ଅନୁରୋଧ କରିଥିଲେ l ସ୍ଥାନୀୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମହିଳା ମାନେ ଆଜି ଦୋକାନ ଆଗରେ ଧାରଣା ରେ ବସିଥିଲେ l ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି l

MORE NEWS

କେନ୍ଦ୍ରାପଡା: ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ଠିପି ଖୋଲା ବିଦେଶୀ ମଦ ଦୋକାନ ଘେରାଉ କଲେ ମହିଳା - Kendrapara News