Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

କେନ୍ଦ୍ରାପଡା: ପନ୍ତୁରି ଗ୍ରାମରେ ଜଣଙ୍କ ବ୍ୟକ୍ତିଗତ ଜାଗାରେ କିଛି ବ୍ୟକ୍ତି ଜବରଦସ୍ତ ରାସ୍ତା ତିଆରି କରୁଥିବା ନେଇ ତହସିଲଦାରଙ୍କୁ ଅଭିଯୋଗ କଲେ ଜାଗା ମାଲିକ

ପଟ୍ଟାମୁଣ୍ଡାଇ ବ୍ଳକ ଡିଆପଡା ପଂଚାୟତ ରେ ଥିବା ପନ୍ତୁରି ଗ୍ରାମର କରୁଣାକର ରାଉତ ଙ୍କ ଏକ ଜାଗା ଅଙ୍ଗନବାଡି କେନ୍ଦ୍ର ନିକଟରେ ଅଛି l ଦୀର୍ଘ ଦିନ ଧରି ସେ ବ୍ୟବହାର କରୁଥିବା ବେଳେ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଯୋରଜବରଦସ୍ତ ଉକ୍ତ ଜାଗା ଉପରେ ତିଆରି କରୁଛନ୍ତି ରାସ୍ତାl ଏନେଇ ଆଜି ଦିନ 12ଟା ବେଳେ ତହସିଲ ରେ ଅଭିଯୋଗ କରିଛନ୍ତି ଜାଗା ମାଲିକ କରୁଣାକର l ଗାଁ ଲୋକଙ୍କ ଏପରି କାର୍ଯ୍ୟ କୁ ବିରୋଧ ପରେ ଯଦି ସରକାର କିଛି ପଦକ୍ଷେପ ନନିଅନ୍ତି ତେବେ ଜିଲ୍ଲାପାଳ ଙ୍କ ନିକଟରେ ସେ ଗୁହାରି କରିବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l

MORE NEWS

କେନ୍ଦ୍ରାପଡା: ପନ୍ତୁରି ଗ୍ରାମରେ ଜଣଙ୍କ ବ୍ୟକ୍ତିଗତ ଜାଗାରେ କିଛି ବ୍ୟକ୍ତି ଜବରଦସ୍ତ ରାସ୍ତା ତିଆରି କରୁଥିବା ନେଇ ତହସିଲଦାରଙ୍କୁ ଅଭିଯୋଗ କଲେ ଜାଗା ମାଲିକ - Kendrapara News