Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

କେନ୍ଦ୍ରାପଡା: ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ଅବସରରେ ଦୁହୁରିଆ ଜିଲ୍ଲା କାର୍ଯ୍ୟାଳୟ ଠାରେ ଉତ୍ସବ ପାଳନ ରେ ଯୋଗଦେଲେ ମହାକାଳପଡ଼ା ବିଧାୟକ

ଆଜି ହେଉଛି ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ l ଏହି ଅବସରରେ କେନ୍ଦ୍ରାପଡ଼ା ସ୍ଥିତ ଦୁହୁରିଆ ଜିଲ୍ଲା କାର୍ଯ୍ୟାଳୟ ଠାରେ ଉତ୍ସବ ପାଳନ କରାଯାଇଛି l ଆଜି ଅପରାହ୍ନ 5 ଟାରେ ଏହି ଉତ୍ସବ ରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ର ବହୁ ବିଜେପି ନେତା ଓ କର୍ମୀ ଙ୍କ ସହିତ ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ l

MORE NEWS

କେନ୍ଦ୍ରାପଡା: ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ଅବସରରେ ଦୁହୁରିଆ ଜିଲ୍ଲା କାର୍ଯ୍ୟାଳୟ ଠାରେ ଉତ୍ସବ ପାଳନ ରେ ଯୋଗଦେଲେ ମହାକାଳପଡ଼ା ବିଧାୟକ - Kendrapara News