Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

କେନ୍ଦ୍ରାପଡା: ବାର୍ଦ୍ଧକ୍ୟ ଭତା ପ୍ରଦାନରେ ପାତର ଅନ୍ତରକୁ ବିରୋଧ କରି ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ କାଉନସିଲର ଙ୍କ ଧାରଣା ତୃତୀୟ ଦିନରେ

ରାଜ୍ୟ ସରକାର 80 ବର୍ଷ ରୁ ଉର୍ଧ୍ଵ ଓ 80% ରୁ ଅଧିକ ଦିବ୍ୟାଙ୍ଗ ଙ୍କ ପାଇଁ 3500 ଟଙ୍କା ଭତା ପ୍ରଦାନ ପାଇଁ ନିର୍ଦେଶ ଜାରିକରିଛନ୍ତି l ମାତ୍ର ଜିଲ୍ଲପାଳ ଓ ମୁନିସିପାଲିଟି ପ୍ରଶାସନ ଏଦିଗରେ ଅବହେଳା ଓ ପାତର ଅନ୍ତର ନୀତି ଆପଣଉଛନ୍ତି l ଯାହାକୁ ବିରୋଧ କରି ଦୁଇଦିନ ତଳେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ ଷଣ୍ଢପଲି 1 ନମ୍ବର ୱାର୍ଡ ର କାଉଁନସିଲର ଓ ତାଙ୍କ ପ୍ରତିନିଧି ଙ୍କ ସହିତ ଅନ୍ୟମାନେ ଅନଶନ ରେ ବସିଥିଲେ l ଆଜି ସକାଳ 9 ଟା ଠାରୁ ସେମାନେ ତୃତୀୟ ଦିନ ପାଇଁ ଆନ୍ଦୋଳନ ଜାରିରଖିଛନ୍ତି l

MORE NEWS

କେନ୍ଦ୍ରାପଡା: ବାର୍ଦ୍ଧକ୍ୟ ଭତା ପ୍ରଦାନରେ ପାତର ଅନ୍ତରକୁ ବିରୋଧ କରି ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ କାଉନସିଲର ଙ୍କ ଧାରଣା ତୃତୀୟ ଦିନରେ - Kendrapara News