Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

କେନ୍ଦ୍ରାପଡା: ରାଜପୁର ନିକଟ ବ୍ରାହ୍ମଣୀ ନଦୀରେ ବୁଡି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗତକାଲି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମର ୫୫ବର୍ଷିୟ ଚନ୍ଦ୍ରଭାନୁ ରଥ ନିଜ ବିଲକୁ ମୁଗ ଉପାଡି ସାରି ନଦୀ ପାଖରେ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଥିଲା ! ଏନେଇ ରାଜପୁର ଗ୍ରାମବାସୀ ଓଡ୍ରାଫ ଟିମ କୁ ଜଣାଇଥିଲେ l ଓଡ୍ରାଫ ଟିମ ଦୀର୍ଘ ୫ଘଣ୍ଟା ଧରି ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇନଥିଲେ l ଆଜି ଦିନ 10 ଟା ବେଳେ ଶବ ନଦୀକୂଳରେ ଭାସୁଥିବାର ଦେଖି ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଁଚି ଚନ୍ଦ୍ରଭାନୁଙ୍କର ଶବକୁ ଉଦ୍ଧାର କରିଥିଲେ l ପରେ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l

MORE NEWS

କେନ୍ଦ୍ରାପଡା: ରାଜପୁର ନିକଟ ବ୍ରାହ୍ମଣୀ ନଦୀରେ ବୁଡି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର - Kendrapara News