Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତନୁପୁର ଗ୍ରାମରେ ବିବାଦୀୟ ସାରଥୀ ବାବା ଙ୍କ ପୂଜାକୁ ବିରୋଧ କଲେ ଗ୍ରାମବାସୀ, ପୋଲିସ ମୁତୟନ

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତନୁପୁର ଗ୍ରାମରେ ଆଜି ରାତି 8 ଟାରେ ଚାଲିଥିଲା ବିବାଦୀୟ ସାରଥୀ ବାବା ଙ୍କ ପୂଜା l ଭୁବନେଶ୍ୱର ଓ ଅସୁରେଶ୍ୱର ରୁ ଆସିଛନ୍ତି ଶତାଧିକ ଭକ୍ତ l ଗ୍ରାମବାସୀ ଙ୍କ ଘୋର ବିରୋଧ l ଘଟଣା ସ୍ଥଳରେ ପୋଲିସ ମୁତୟନl ଦୀର୍ଘ ଦିନ ଧରି ବିବାଦୀୟ ସାରଥୀ ବାବାଙ୍କ ପୂଜା ଅର୍ଚନା ବନ୍ଦ ଥିବା ବେଳେ ଆଜି ଏପରି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି l ଗ୍ରାମବାସୀ ମାନେ ଭକ୍ତ ଙ୍କ ଉପରକୁ ଅଣ୍ଡା ଓ ଟମାଟର ମାଡ଼ କରିଥିଲେ l ସବୁ ସତ୍ୱେ ବି ସାରଥୀ ଭକ୍ତ ବନ୍ଦ କରିନଥିଲେ ଭଜନ କୀର୍ତନ l ବାଧ୍ୟ ହୋଇ ଲୋକଙ୍କ ବିରୋଧ କୁ ଦେଖି ପୋଲିସର କାର୍ଯ୍ୟାନୁଷ୍ଠାନ l

MORE NEWS

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତନୁପୁର ଗ୍ରାମରେ ବିବାଦୀୟ ସାରଥୀ ବାବା ଙ୍କ ପୂଜାକୁ ବିରୋଧ କଲେ ଗ୍ରାମବାସୀ, ପୋଲିସ ମୁତୟନ - Kendrapara News