Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆରେ ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ ଆଭାଷୀ ଉତ୍ସବର ଅନୁଷ୍ଠିତ

Kendrapara, Kendrapara | Apr 11, 2025
ଆଜି ଅପରାହ୍ନ 2ଟା ସମୟରେ ଏମଏନ ହାଇସ୍କୁଲ ପଡିଆରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭର ଆଭାଷୀ ଉତ୍ସବ ଅନୁଷ୍ଠିତ ହୋଇଛି l କଟକ ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଉତ୍ସବ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଜୀ ଓ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ଯୋଗଦେଇଥିଲେ l ରାଜନଗରର ବାଲିକଣା ପଡିଆରେ ଓ ଅନ୍ୟ 5ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ସହରରେ ଅନୁଷ୍ଠିତ ହେବା ସହ ପଟ୍ଟାମୁଣ୍ଡାଇ ର ଅନ୍ୟ 6ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ହିତାଧିକାରୀ ଯୋଗଦେଇଥିଲେ l

MORE NEWS

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆରେ ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ ଆଭାଷୀ ଉତ୍ସବର ଅନୁଷ୍ଠିତ - Kendrapara News