Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ବେଆଇନ ମାଛ ମାରୁଥିବା ବେଳେ ଗହୀରମଥା ଅଭୟାରଣ୍ୟ ନିଷିଦ୍ଧାଞ୍ଚଳରୁ ମତ୍ସ୍ୟଜୀବୀଙ୍କୁ ଗିରଫ ସହ କୋର୍ଟ ଚାଲାଣ କଲା ବନ ବିଭାଗ

Kendrapara, Kendrapara | Apr 12, 2025
ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ଗହୀରମଥା ଅଭୟାରଣ୍ୟରେ ମାଛ ମରାକୁ ବେଆଇନି ଘୋଷଣା କରାଯାଇଛି l ମାତ୍ର ଆଜି ଏହି ନିୟମକୁ ଖାତିର ନକରି କେନ୍ଦ୍ରାପଡ଼ା ଅଂଚଳର 6 ଜଣ ଓ କୋଲକାତା ର ଜଣେ ମତ୍ସ୍ୟଯିବି ବେଆଇନି ଭାବେ ମାଛ ମାରୁଥିବା ବେଳେ ଗହୀରମଥା ବରୁଣେଇ ମୁହାଁଣ ରୁ କାବୁ କରିଛି ବନବିଭାଗ l ଗହୀରମଥା ଫରେଷ୍ଟର ସୁରେଶ ପୃଷ୍ଟି ଓ ପ୍ରଫୁଲ୍ଲ କୁମାର ମାଝୀଙ୍କ ନେତୃତ୍ୱରେ ଚଢ଼ାଉ କରି ମତ୍ସ୍ୟଜୀବୀଙ୍କ ସହିତ ପ୍ରଭାତି- 3 ନାମକ ଏକ ବୋଟ,ଭିଏଚଚେଫ,ମୋବାଇଲ ଓ ମାଛଧରା ଜାଲ ଜବତ କରି ସେମାନଙ୍କୁ ଆଜି ଦିନ 2 ଟା ବେଳେ କୋର୍ଟ ଚାଲାଣ କରିଛି ବନବିଭାଗl

MORE NEWS