Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

କେନ୍ଦ୍ରାପଡା: ଶ୍ରୀରାମ ନବମୀ ଉପଲକ୍ଷେ ରାଜନଗର ଦାଣ୍ଡି ହନୁମାନ ମନ୍ଦିର ଛକରୁ ପଟ୍ଟାମୁଣ୍ଡାଇ ହନୁମାନ ମନ୍ଦିର ଯାଏ ବାହାରିଲା ହିନ୍ଦୁ ଏକତା ଶୋଭାଯାତ୍ରା

ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଇଁ ସାରା ଓଡିଶା ଉତ୍ସବ ମୁଖର ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ଏଥିପାଇଁ ସମଗ୍ର ସହରକୁ ଗୈରିକ ପତାକା ରେ ସୁସଜିତ କରାଯାଇଛିl ସମସ୍ତ ରାମପ୍ରେମୀ ହିନ୍ଦୁମାନେଆଜି ଦିନ 10ଟାରୁ ରାଜନଗର ଦାଣ୍ଡି ହନୁମାନ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇର ସହର ପରିକ୍ରମା କରି ବାଲିପଡ଼ା ହନୁମାନ ମନ୍ଦିରରେ ପହଞ୍ଚିଥିଲେ l ଶ୍ରୀରାମ ସେନାର ସଂଯୋଜକ ସାରଦା ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ହଜାର ହଜାର ହିନ୍ଦୁ ଶ୍ରୀରାମ ଧ୍ୱନିରେ ଅଂଚଳକୁ ପ୍ରକମ୍ପିତକଲେ l

MORE NEWS

କେନ୍ଦ୍ରାପଡା: ଶ୍ରୀରାମ ନବମୀ ଉପଲକ୍ଷେ ରାଜନଗର ଦାଣ୍ଡି ହନୁମାନ ମନ୍ଦିର ଛକରୁ ପଟ୍ଟାମୁଣ୍ଡାଇ ହନୁମାନ ମନ୍ଦିର ଯାଏ ବାହାରିଲା ହିନ୍ଦୁ ଏକତା ଶୋଭାଯାତ୍ରା - Kendrapara News