Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ବ୍ରାହ୍ମଣୀ ନଦୀରେ ବୁଡି ଜଣେ ନିଖୋଜ ସନ୍ଦେହ

ଆଜି ସକାଳ 9 ଟା ସମୟରେ ରାଜନଗର ବ୍ଳକ ରାଜୁପର ଗ୍ରାମର ଜଣେ ବ୍ୟକ୍ତି ନଦୀରେ ନିଖୋଜ ହୋଇଥିବା ଜଣା ପଡିଛି l ରାଜନଗର ବ୍ଳକ ରାଜୁପର ଗ୍ରାମର ଡିଲର ଚନ୍ଦ୍ରଭାନୁ ରଥ ସକାଳୁ ତାଙ୍କ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ l ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ l ନଦୀ ପାଖ ପଥର ଉପରେ ତାଙ୍କ ଚପଲ ଥୁଆ ହୋଇଥବା ଦେଖି ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରି ଦମକଳ ବାହିନୀ କୁ ଖବର ଦେଇଥିଲେ ଦମକଳ ବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି l ଏହି ନଦୀ କୁମ୍ଭୀରିଆ ନଦୀ ହୋଇଥିବାରୁ କୁମ୍ଭୀର ଟାଣି ନେଇଥିବା ମଧ୍ୟ ସନ୍ଦେହ ହେଉଛି l

MORE NEWS