Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ପେଣ୍ଠ ଗାଁ ପୋଖରୀରେ କୁମ୍ଭୀର, ସୁରକ୍ଷା ପାଇଁ ବନ ଅଧିକାରୀଙ୍କୁ ଗ୍ରାମବାସୀ କଲେ ନିବେଦନ

Kendrapara, Kendrapara | Apr 10, 2025
ରାଜନଗର ବ୍ଳକ ରେ ଡାଙ୍ଗମାଳ ଭିତରକନିକା ଜାତୀୟ ଉଦ୍ୟାନ ଥିବାରୁ ରାଜନଗର ଅଂଚଳ ର ପ୍ରତ୍ୟେକନଦୀ ଓ ଗାଁ ପୋଖରୀରେ କୁମ୍ଭୀର ବୁଲୁଥିବାର ଗ୍ରାମବାସୀ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି l ଏନେଇ ବିଡ଼ିଓ ଓ ବନବିଭାଗ କୁ ବାରମ୍ବାର ଜଣାଇଲେ ମଧ୍ୟ ଏହାର କିଛି ସମାଧାନ ହୋଇପାରୁନାହିଁ lଫଳରେ ଭୟଭୀତ ପେଣ୍ଠ ଗ୍ରାମବାସୀ ଆଜି ଦିନ 11 ଟା ସମୟରେ ରାଜନଗର ବିଡ଼ିଓ ଙ୍କୁ ଦାବୀ ଜଣାଇଥିଲେ l ମାତ୍ର ବିଡ଼ିଓ କୌଣସି କଥା ନଶୁଣିବାରୁ ବାଧ୍ୟହୋଇ ଗୋପାଳପୁର ନିକଟରେ ଥିବା ବନବିଭାଗ ଅଫିସ କୁ ଯାଇ ମୁଖ୍ୟ ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବଙ୍କୁ ଦାବୀ ଜଣାଇ ତୁରନ୍ତ ସମାଧାନପାଇଁ ନିବେଦନ କରିଛନ୍ତି l

MORE NEWS