Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକ ଧୋୟା ଅଞ୍ଚଳ ତୁଳସୀଡିଆର ଗାଁ ପାଖ ବ୍ରାହ୍ମଣୀ ନଦୀ କୂଳ ଖାଉଛି, ଆତଙ୍କିତ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଧୋୟା ଅଞ୍ଚଳ ଭାବେ ପରିଚିତ ତୁଳସୀଡିଆର ନଦୀକୂଳିଆ ବସ୍ତିବାସିନ୍ଦା ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ସେମାନଙ୍କ ଅଭିଯୋଗମୁତାବକ ବ୍ରାହ୍ମଣୀ ନଦୀର ଅନ୍ୟପଟ କୂଳ ଘାଗରାଡିଆରେ ପଥର ସ୍ପର ନିର୍ମାଣ ପରେ ଏବେ ତୁଳସୀଡିଆର ନଦୀକୂଳିଆ ଅଞ୍ଚଳ ପଟକୁ ମାଡ଼ୁଛି ନଦୀର ଜଳ l ଯାହାଲାଗି ବାରମ୍ବାର ନଦୀକୂଳର ମାଟି ଅତଡ଼ା ଖସିବା ସହ ଗଭୀର ହେଉଛି ନଦୀର ଜଳପତ୍ତନl ଏନେଇ ଆତଙ୍କିତ ଗ୍ରାମବାସୀ ମାନେ ଆଜି ଦିନ 12 ଟାରେ ପ୍ରତିକ୍ରିୟା ରଖିଛନ୍ତି l ୪ମାସ ଭିତରେ ସମସ୍ୟା ସମାଧାନ ନ ହେଲେ ବର୍ଷା ଦିନେ ପରିସ୍ଥିତି ଭୟଙ୍କର ହେବା ନେଇ ଆତଙ୍କିତ ଲୋକେ l

MORE NEWS