Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

କେନ୍ଦ୍ରାପଡା: ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଅନିୟମିତତାକୁ ବିରୋଧ କରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ କାଉନସିଲର

ରାଜ୍ୟ ସରକାର 80 ବର୍ଷ ରୁ ଉର୍ଧ୍ଵ ଓ 80% ରୁ ଅଧିକ ଦିବ୍ୟାଙ୍ଗ ଙ୍କ ପାଇଁ 3500 ଟଙ୍କା ଭତା ପ୍ରଦାନ ପାଇଁ ନିର୍ଦେଶ ଜାରିକରିଛନ୍ତି l ମାତ୍ର ଜିଲ୍ଲପାଳ ଓ ମୁନିସିପାଲିଟି ପ୍ରଶାସନ ଏଦିଗରେ ଅବହେଳା ଓ ପାତର ଅନ୍ତର ନୀତି ଆପଣଉଛନ୍ତି l ଯାହାକୁ ବିରୋଧ କରି ଆଜି ଦିନ 12 ଟାରେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ ଷଣ୍ଢପଲି 1 ନମ୍ବର ୱାର୍ଡ ର କାଉଁନସିଲର ଓ ତାଙ୍କ ପ୍ରତିନିଧି ଙ୍କ ସହିତ ଅନ୍ୟମାନେ ଅନଶନ ରେ ବସିଛନ୍ତି l ଦାବୀ ପୂରଣ ନହେବାଯାଏ ଏହି ଅନଶନ ଜାରିରହିବ ବୋଲି ଆନ୍ଦୋଳନ କାରି କହିଛନ୍ତି l

MORE NEWS