Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ରାଜନଗର ବ୍ଳକ ପେଣ୍ଠ ଗାଁ ରୁ ଧରା ହେଲା 10 ଫୁଟ ଲମ୍ବର କୁମ୍ଭୀର

Kendrapara, Kendrapara | Apr 11, 2025
ଆଜି ଦିନ 10 ଟା ବେଳେ ରାଜନଗର ବ୍ଳକ ପେଣ୍ଠ ଗାଁ ରୁ ଧରା ହେଲା 10 ଫୁଟ ଲମ୍ବର କୁମ୍ଭୀର l ଦୀର୍ଘ ଦିନ ଧରି ପୋଖରୀରେ ରହି ଆତଙ୍କ ସୃଷ୍ଟି କରୁଥିବା କୁମ୍ଭୀର କୁ କାବୁକଲା ବନବିଭାଗ l କୁମ୍ଭୀର କୁ ଧରିବାକୁ ଗତକାଲି ବନବିଭାଗ ଅଫିସ ଘେରାଉ କରିଥିଲେ ଗ୍ରାମର ମହିଳାl ପେଣ୍ଠ ଗାଁ ନୀଳକଣ୍ଠେଶ୍ଵର୍ ଏସଏଚଜି ଗ୍ରୁପ ନିଲାମ ନେଇଥିବା ପଞ୍ଚାୟତ ପୋଖରୀ ରେ ଏହି କୁମ୍ଭୀର ଆଜକୁ 3 ମାସ ହେଲା ଦେଖି ବାକୁ ମିଳୁଥିଲା l ଗ୍ରୁପ୍ ର ମହିଳା ମାନେ ଶାଖା ରୁ 5 ଲକ୍ଷ ଟଙ୍କା ଲୋନ୍ ଆଣି ମାଛ ଚାଷ କରି ଥିଲେ । ମାଛ ଗୁଡିକୁ କୁମ୍ଭୀର ଖାଇଯାଉଥିବାରୁ ମହିଳା ମାନେ ଅଭିଯୋଗ କରି ଆସୁଥିଲେ l

MORE NEWS

କେନ୍ଦ୍ରାପଡା: ରାଜନଗର ବ୍ଳକ ପେଣ୍ଠ ଗାଁ ରୁ ଧରା ହେଲା 10 ଫୁଟ ଲମ୍ବର କୁମ୍ଭୀର - Kendrapara News