Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଳକ ମଣ୍ଡପଡା ଗ୍ରାମରେ ବିଳମ୍ବିତ ରାତିରେ ଅଟୋ ରେ ନିଆଁ ଲଗାଇଲେ ଅଜଣା ଦୁର୍ବୃତ୍ତ

Kendrapara, Kendrapara | Apr 12, 2025
ପଟ୍ଟାମୁଣ୍ଡାଇ ବ୍ଳକ ମଣ୍ଡପଡା ଗ୍ରାମରେ ଅଟୋ ସହ ଜଳିଗଲା ଦୁଇଟି ମୋଟର ସାଇକେଲ l ଏନେଇ ଆଜି ଦିନ 9 ଟାରେ ପ୍ରତିକ୍ରିୟା ରଖିଛନ୍ତି ଅଟୋ ମାଲିକ l ଗାଁ ରେ ଚାଲିଥିଲା ରାମଚରିତ ମାନସ ପାରାୟଣ ପୂଜା, ଏହି ସୁଯୋଗରେ ଦୁର୍ବୃତ୍ତ ଘଟାଇଲେ ଘଟଣା l ମଣ୍ଡପଡା ସନ୍ତୋଷ ସାହୁ ଙ୍କ ତିନିମାସର ଅଟୋ ସହିତ ଜଳିଗଲା ଦୁଇଟି ମୋଟରସାଇକେଲ lସୂଚନା ଯୋଗ୍ୟଗତକାଲି ରାତିରେଭି ମଣ୍ଡପଡା ଗ୍ରାମରେ ରେ ଶ୍ରୀରାମ ଚରିତ ମାନସ ପାରାୟଣ ପୂଜା ଚାଲିଥିବା ବେଳେ ବିଳମ୍ବିତ ରାତିରେ ଏକ ଅଟୋ ଜଳୁଥିବା ଦେଖି ଗାଁ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଦମକଳ ବାହିନୀ ସହିତ ପୋଲିସ କୁ ଖବର ଦେଇଥିଲେ

MORE NEWS

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଳକ ମଣ୍ଡପଡା ଗ୍ରାମରେ ବିଳମ୍ବିତ ରାତିରେ ଅଟୋ ରେ ନିଆଁ ଲଗାଇଲେ ଅଜଣା ଦୁର୍ବୃତ୍ତ - Kendrapara News