Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

News in Raurkela M

ମୟୁରଭଞ୍ଜ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଟିଚିଙ୍ଗ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଟିଚିଙ୍ଗ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Raurkela M, Sundargarh | Jun 8, 2026

ସେକ୍ଟର -15 ପୋଲିସ ସୀମା ଅନ୍ତର୍ଗତ ଲୁକେରା ଗ୍ରାମରେ ରାଉରକେଲା ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରିଥିଲା ​​ଏବଂ ଓଡିଶା-ଝାଡଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା ଏକ ଆନ୍ତ-ରାଜ୍ୟ ଜୁଆ ରାକେଟକୁ ଉନ୍ମୋଚନ କରିଥିଲା।

ଏହି ଅପରେସନ ସମୟରେ ପୋଲିସ .3 28.39 ଲକ୍ଷ ଟଙ୍କା, 405 ଗ୍ରାମ ସୁନା ଅଳଙ୍କାର, 600 ଗ୍ରାମ ରୂପା ଅଳଙ୍କାର, ତିନି ଚାରି ଚକିଆ ଯାନ, ଚାରି ମୋଟରସାଇକେଲ, ଚାରି ମୋବାଇଲ୍ ଫୋନ୍, 68 ଡାଇସ୍, ବାଉଁଶ ଟୋକେଇ ଏବଂ ନଗଦ ଗଣନା ମେସିନ୍ ଜବତ କରିଛି।

ଅନ୍ୟ ସନ୍ଦିଗ୍ଧଙ୍କ ସମ୍ପୃକ୍ତି ଯାଞ୍ଚ ଚାଲିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚାଲିଛି।

ସେକ୍ଟର -15 ପୋଲିସ ସୀମା ଅନ୍ତର୍ଗତ ଲୁକେରା ଗ୍ରାମରେ ରାଉରକେଲା ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରିଥିଲା ​​ଏବଂ ଓଡିଶା-ଝାଡଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା ଏକ ଆନ୍ତ-ରାଜ୍ୟ ଜୁଆ ରାକେଟକୁ ଉନ୍ମୋଚନ କରିଥିଲା। ଏହି ଅପରେସନ ସମୟରେ ପୋଲିସ .3 28.39 ଲକ୍ଷ ଟଙ୍କା, 405 ଗ୍ରାମ ସୁନା ଅଳଙ୍କାର, 600 ଗ୍ରାମ ରୂପା ଅଳଙ୍କାର, ତିନି ଚାରି ଚକିଆ ଯାନ, ଚାରି ମୋଟରସାଇକେଲ, ଚାରି ମୋବାଇଲ୍ ଫୋନ୍, 68 ଡାଇସ୍, ବାଉଁଶ ଟୋକେଇ ଏବଂ ନଗଦ ଗଣନା ମେସିନ୍ ଜବତ କରିଛି। ଅନ୍ୟ ସନ୍ଦିଗ୍ଧଙ୍କ ସମ୍ପୃକ୍ତି ଯାଞ୍ଚ ଚାଲିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚାଲିଛି।

Raurkela M, Sundargarh | Jun 8, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ବାରିପଦା ଗସ୍ତ ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି । ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନ‌ତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । 

ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ₹୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

✅ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ନୂତନ ବିଲ୍‍ଡିଂ ଲୋକାର୍ପିତ 
✅ଲୋକଙ୍କ ସୁବିଧା ପାଇଁ ୩୯ଟି ପ୍ରକଳ୍ପର ଶୁଭାରମ୍ଭ, ₹୧୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ
✅₹୨୫୮ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି: ଉତ୍ତର ଓଡ଼ିଶାର ପ୍ରମୁଖ ରେଫରାଲ୍ ସେଣ୍ଟର
✅ଶେଷ ଧାଡ଼ିର ଗରିବ ଓ ଜନଜାତିଙ୍କ ସେବା ହିଁ ପ୍ରକୃତ ସେବା: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
✅ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ସେବା ମାନଚିତ୍ର ବଦଳାଇବ ବାରିପଦାର ନୂତନ ବିଶାଳ 'ଟିଚିଙ୍ଗ୍ ହସ୍ପିଟାଲ' 

“କୌଣସି ଯନ୍ତ୍ର ରୋଗୀର କଷ୍ଟ ବୁଝିପାରେ ନାହିଁ, ଡାକ୍ତରଙ୍କ କାରୁଣ୍ୟ ହିଁ ସେବା”

“ଡାକ୍ତରୀ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ। ସମାଜ ଡାକ୍ତରମାନଙ୍କୁ 'ଭଗବାନଙ୍କ ଦ୍ୱିତୀୟ ରୂପ' ଭାବେ ଗ୍ରହଣ କରିଥାଏ, କାରଣ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ସେମାନଙ୍କ ହାତରେ ଥାଏ। ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ କଲମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଅସୀମ ଶକ୍ତି ରହିଛି ଏବଂ ମୁମୂର୍ଷୁ ରୋଗୀର ଆଖିରୁ ଲୁହ ପୋଛିବା ହିଁ ଜଣେ ଚିକିତ୍ସକଙ୍କ ଜୀବନର ସବୁଠାରୁ ବଡ଼ ସଫଳତା।”:- ମାନ୍ୟବର ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ବାରିପଦା ଗସ୍ତ ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି । ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନ‌ତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ₹୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ ✅ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ନୂତନ ବିଲ୍‍ଡିଂ ଲୋକାର୍ପିତ ✅ଲୋକଙ୍କ ସୁବିଧା ପାଇଁ ୩୯ଟି ପ୍ରକଳ୍ପର ଶୁଭାରମ୍ଭ, ₹୧୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ✅₹୨୫୮ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି: ଉତ୍ତର ଓଡ଼ିଶାର ପ୍ରମୁଖ ରେଫରାଲ୍ ସେଣ୍ଟର ✅ଶେଷ ଧାଡ଼ିର ଗରିବ ଓ ଜନଜାତିଙ୍କ ସେବା ହିଁ ପ୍ରକୃତ ସେବା: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ✅ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ସେବା ମାନଚିତ୍ର ବଦଳାଇବ ବାରିପଦାର ନୂତନ ବିଶାଳ 'ଟିଚିଙ୍ଗ୍ ହସ୍ପିଟାଲ' “କୌଣସି ଯନ୍ତ୍ର ରୋଗୀର କଷ୍ଟ ବୁଝିପାରେ ନାହିଁ, ଡାକ୍ତରଙ୍କ କାରୁଣ୍ୟ ହିଁ ସେବା” “ଡାକ୍ତରୀ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ। ସମାଜ ଡାକ୍ତରମାନଙ୍କୁ 'ଭଗବାନଙ୍କ ଦ୍ୱିତୀୟ ରୂପ' ଭାବେ ଗ୍ରହଣ କରିଥାଏ, କାରଣ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ସେମାନଙ୍କ ହାତରେ ଥାଏ। ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ କଲମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଅସୀମ ଶକ୍ତି ରହିଛି ଏବଂ ମୁମୂର୍ଷୁ ରୋଗୀର ଆଖିରୁ ଲୁହ ପୋଛିବା ହିଁ ଜଣେ ଚିକିତ୍ସକଙ୍କ ଜୀବନର ସବୁଠାରୁ ବଡ଼ ସଫଳତା।”:- ମାନ୍ୟବର ମୁଖ୍ୟମନ୍ତ୍ରୀ

Raurkela M, Sundargarh | Jun 8, 2026

ଡ୍ରଗ୍ସ ମାଫିଆ ଙ୍କ ଘରେ ବୁଲିଲା ବୁଲଡୋଜର ! ରାଉରକେଲା ରେ ୟୁପି ର ଝଲକ ! ରାଉରକେଲା ରେ ଆଜି ୟୁପି ଷ୍ଟାଇଲ ର ଝଲକ ଦେଖିବାକୁ ମିଳିଛି । ଓଡିଶା ରେ ବିଜେପି ଶାସନ ଆସିଲା ପରେ ରାଉରକେଲା ର ପ୍ରଥମ ଥର ପାଇଁ ବୁଲଡୋଜର ଆକ୍ସନ ଦେଖିବାକୁ ମିଳିଛି। ରାଉରକେଲା ମହତାବ ରୋଡ଼ ରେ ଅବୈଧ ଡ୍ରଗ୍ସ କାରବାର ରେ ଲିପ୍ତ ଥିବା ପ୍ରାୟ ୭ ଜଣଙ୍କ ଘର ଉପରେ ବୁଲଡୋଜର ଚଳାଇଛି ରାଉରକେଲା ପ୍ରଶାସନ  ! ଜାରି ରହିବ ଆକ୍ସନ !

ଡ୍ରଗ୍ସ ମାଫିଆ ଙ୍କ ଘରେ ବୁଲିଲା ବୁଲଡୋଜର ! ରାଉରକେଲା ରେ ୟୁପି ର ଝଲକ ! ରାଉରକେଲା ରେ ଆଜି ୟୁପି ଷ୍ଟାଇଲ ର ଝଲକ ଦେଖିବାକୁ ମିଳିଛି । ଓଡିଶା ରେ ବିଜେପି ଶାସନ ଆସିଲା ପରେ ରାଉରକେଲା ର ପ୍ରଥମ ଥର ପାଇଁ ବୁଲଡୋଜର ଆକ୍ସନ ଦେଖିବାକୁ ମିଳିଛି। ରାଉରକେଲା ମହତାବ ରୋଡ଼ ରେ ଅବୈଧ ଡ୍ରଗ୍ସ କାରବାର ରେ ଲିପ୍ତ ଥିବା ପ୍ରାୟ ୭ ଜଣଙ୍କ ଘର ଉପରେ ବୁଲଡୋଜର ଚଳାଇଛି ରାଉରକେଲା ପ୍ରଶାସନ ! ଜାରି ରହିବ ଆକ୍ସନ !

Raurkela M, Sundargarh | Jun 8, 2026

ସେ ବିଜେଡି କୁ ଆସି ଆମ ସାଙ୍ଗରେ ବସିଲେ ତମର କଣ ହଉଚି---ଲେନିନ

ସେ ବିଜେଡି କୁ ଆସି ଆମ ସାଙ୍ଗରେ ବସିଲେ ତମର କଣ ହଉଚି---ଲେନିନ

Raurkela M, Sundargarh | Jun 8, 2026

#ପୋଲିସର_କଡ଼ା_କଡି_ଚେକିଙ୍ଗ 
ବ୍ରହ୍ମପୁର ପୋଲିସ ଦ୍ୱାରା ଗତକାଲି ସନ୍ଧ୍ୟାରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭରେ ୩୭ଟି ମୋଟର ଯାନ ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଛି l ଏଥିରେ ୩୬ଟି ଦୁଇ ଚକିଆ ଓ ଗୋଟିଏ ଚାରି ଚକିଆ ଗାଡ଼ି ଜବତ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରିପଲ୍ ରାଇଡିଂ, ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ବ୍ୟବହାର ଏବଂ ବୈଧ ଲାଇସେନ୍ସ ବିନା ନାବାଳକଙ୍କ ଦ୍ୱାରା ଗାଡ଼ି ଚଳାଇବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ରୋକିବା ଉପରେ ଚେକିଙ୍ଗ କରାଯାଇଥିଲା l ମଦ୍ୟପାନ କରି ଗାଡ଼ି ଚଳା ଇବାରେ ୧୭ଟି ମାମଲା, ବଡ଼ବଜାର ଥାନାରେ ୧୪ଟି ମାମଲା ଚିହ୍ନଟ ହୋଇଥିଲା l ନାବାଳକ ଦ୍ୱାରା ଗାଡ଼ି ଚଳାଇବା ୧୮ବର୍ଷରୁ କମ୍ ବୟସ୍କ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ୩ଟି ମାମଲା ଏବଂ ଦୁଇ ଚକିଆରେ ଟ୍ରିପଲ୍ ରାଇଡିଂ ୧୨ ମାମଲା ସହ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ୫ଟି 
ମାମଲା ହୋଇଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ଵଣା ବିବେକ ଏମ୍ l 
#odishacityNews  #silkcity #policechecking

#ପୋଲିସର_କଡ଼ା_କଡି_ଚେକିଙ୍ଗ ବ୍ରହ୍ମପୁର ପୋଲିସ ଦ୍ୱାରା ଗତକାଲି ସନ୍ଧ୍ୟାରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭରେ ୩୭ଟି ମୋଟର ଯାନ ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଛି l ଏଥିରେ ୩୬ଟି ଦୁଇ ଚକିଆ ଓ ଗୋଟିଏ ଚାରି ଚକିଆ ଗାଡ଼ି ଜବତ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରିପଲ୍ ରାଇଡିଂ, ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ବ୍ୟବହାର ଏବଂ ବୈଧ ଲାଇସେନ୍ସ ବିନା ନାବାଳକଙ୍କ ଦ୍ୱାରା ଗାଡ଼ି ଚଳାଇବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ରୋକିବା ଉପରେ ଚେକିଙ୍ଗ କରାଯାଇଥିଲା l ମଦ୍ୟପାନ କରି ଗାଡ଼ି ଚଳା ଇବାରେ ୧୭ଟି ମାମଲା, ବଡ଼ବଜାର ଥାନାରେ ୧୪ଟି ମାମଲା ଚିହ୍ନଟ ହୋଇଥିଲା l ନାବାଳକ ଦ୍ୱାରା ଗାଡ଼ି ଚଳାଇବା ୧୮ବର୍ଷରୁ କମ୍ ବୟସ୍କ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ୩ଟି ମାମଲା ଏବଂ ଦୁଇ ଚକିଆରେ ଟ୍ରିପଲ୍ ରାଇଡିଂ ୧୨ ମାମଲା ସହ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ୫ଟି ମାମଲା ହୋଇଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ଵଣା ବିବେକ ଏମ୍ l #odishacityNews #silkcity #policechecking

Raurkela M, Sundargarh | Jun 8, 2026