Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

News in Mahulapada

ରାଉରକେଲା; UGIE ଆଲୁମିନା ଆସୋସିଏସନ୍ ର ଅନନ୍ୟ ଜ୍ଞାନ ଦ୍ବାର ଉଦ୍ୟାନ ଉଦଘାଟିତ। ଛାତ୍ରଛାତ୍ରୀ ଙ୍କ ସହ ଅତିଥି ଓ ଆଲୁମିନା କଲେ ବୃକ୍ଷରୋପଣ।

#smsnewsnetwork #rourkela #UGIE #aluminio #plantation #mla #saradaprasadnayak #durgacharantanti #suvendupanda

ରାଉରକେଲା; UGIE ଆଲୁମିନା ଆସୋସିଏସନ୍ ର ଅନନ୍ୟ ଜ୍ଞାନ ଦ୍ବାର ଉଦ୍ୟାନ ଉଦଘାଟିତ। ଛାତ୍ରଛାତ୍ରୀ ଙ୍କ ସହ ଅତିଥି ଓ ଆଲୁମିନା କଲେ ବୃକ୍ଷରୋପଣ। #smsnewsnetwork #rourkela #UGIE #aluminio #plantation #mla #saradaprasadnayak #durgacharantanti #suvendupanda

Sundargarh Town, Sundargarh | Aug 16, 2026

SMS News Bureau Kansbahal

ଅଗ୍ରସେନ ସ୍ପଞ୍ଜ ପ୍ରା ଲିଃ ଆନୁକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମାଣ୍ଡିଆକୁଦର ଠାରେ କାଉଡିଆ ମାନଙ୍କୁ ସେବା ପ୍ରଦାନ କରାଯାଉଛି। ଏହି ଅବସରରେ ପ୍ରସାଦ, ପାଣି,ଚା ଓ ସ୍ବାସ୍ଥ୍ୟ ଶିବିର ର ସୁବିଧା ଉପଲବ୍ଧ କରାଯାଇଛି। ଏହି ସେବା ପ୍ରଦାନ ବେଳେ କଣ୍ଠଶିଳ୍ପୀ ଅନୀଲ ବାଓ୍ବରା ଙ୍କ ଦ୍ଵାରା ପ୍ରସ୍ତୁତ ଭଜନ ଲାଇଭ୍ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ।

SMS News Bureau Kansbahal ଅଗ୍ରସେନ ସ୍ପଞ୍ଜ ପ୍ରା ଲିଃ ଆନୁକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମାଣ୍ଡିଆକୁଦର ଠାରେ କାଉଡିଆ ମାନଙ୍କୁ ସେବା ପ୍ରଦାନ କରାଯାଉଛି। ଏହି ଅବସରରେ ପ୍ରସାଦ, ପାଣି,ଚା ଓ ସ୍ବାସ୍ଥ୍ୟ ଶିବିର ର ସୁବିଧା ଉପଲବ୍ଧ କରାଯାଇଛି। ଏହି ସେବା ପ୍ରଦାନ ବେଳେ କଣ୍ଠଶିଳ୍ପୀ ଅନୀଲ ବାଓ୍ବରା ଙ୍କ ଦ୍ଵାରା ପ୍ରସ୍ତୁତ ଭଜନ ଲାଇଭ୍ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ।

Sundargarh Town, Sundargarh | Aug 16, 2026

#ପୁଣି_ଭାଙ୍ଗିଲା_ଘାଇ # #ଦେଖନ୍ତୁ .. କିପରି ଘାଇ ଭାଙ୍ଗୁଛି।
ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତ ବାଙ୍କସାହି ଗ୍ରାମର ବ୍ରାହ୍ମଣୀ ନଦୀର ବନ୍ୟା ଯୋଗୁ ଗତ ୨୯ ତାରିଖରେ ୨୦୦ ଫୁଟ୍ ର ଘାଇ ସୃଷ୍ଟି ହୋଇଥିଲା। ଘାଇ ମରାମତି ହେଉଥିବା ବେଳେ ପୁନର୍ବାର ବ୍ରାହ୍ମଣୀରେ ବନ୍ୟା ପାଣି ଆସି ଘାଇ ମରାମତି ସ୍ଥାନରୁ ଘାଇ ସୃଷ୍ଟି ହୋଇ ବନ୍ୟା ପାଣି ଗାଁ ମଧ୍ୟକୁ ପ୍ରବେଶ କରିବାରେ ଲାଗିଛି।

#ପୁଣି_ଭାଙ୍ଗିଲା_ଘାଇ # #ଦେଖନ୍ତୁ .. କିପରି ଘାଇ ଭାଙ୍ଗୁଛି। ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତ ବାଙ୍କସାହି ଗ୍ରାମର ବ୍ରାହ୍ମଣୀ ନଦୀର ବନ୍ୟା ଯୋଗୁ ଗତ ୨୯ ତାରିଖରେ ୨୦୦ ଫୁଟ୍ ର ଘାଇ ସୃଷ୍ଟି ହୋଇଥିଲା। ଘାଇ ମରାମତି ହେଉଥିବା ବେଳେ ପୁନର୍ବାର ବ୍ରାହ୍ମଣୀରେ ବନ୍ୟା ପାଣି ଆସି ଘାଇ ମରାମତି ସ୍ଥାନରୁ ଘାଇ ସୃଷ୍ଟି ହୋଇ ବନ୍ୟା ପାଣି ଗାଁ ମଧ୍ୟକୁ ପ୍ରବେଶ କରିବାରେ ଲାଗିଛି।

Raurkela M, Sundargarh | Aug 16, 2026