Latest News in Lahunipara (Local videos)
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ସନ୍ଧ୍ୟା ୬ ଟା ସମୟରେ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ପାଇଁ ଆମ୍ବେଦକର ଛକଠାରେ ମହମବତୀ ଶୋଭାଯାତ୍ରା
Raurkela M, Sundargarh | Jul 15, 2025
pramodjagadev8
Follow
Share
Next Videos
ରାଉରକେଲା ମ୍ୟୁନିସିପାଲଟି: ସୁନ୍ଦରଗଡ଼ ଜିଲ୍ଲା ବଣେଇର "ହୁଆନସୁ "ବିଶ୍ୱଜିତ ବାରିକ କ୍ୱାନ ଟେକ୍ନିକାଲରେ ଓଡିଶାରୂ ଇନଚାର୍ଜ ହୋଇଥିବାରୁ ସମ୍ମାନିତ କରାଯାଇଛି
pramodjagadev8
Raurkela M, Sundargarh | Jul 15, 2025
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଜିଲ୍ଲାକଂଗ୍ରେସ ତରଫରୁ ଝିରପାଣିଅଞ୍ଚଳ ଓ ବନ୍ଧମୁଣ୍ଡାଅଞ୍ଚଳରେ ପୃଥକ ପୃଥକଭାବେ ସୌମ୍ୟାଶ୍ରୀ ବିସିଙ୍କ ପାଇଁ ଅଶ୍ରୁଳଶ୍ରଦ୍ଧାଞ୍ଜଳି
pramodjagadev8
Raurkela M, Sundargarh | Jul 15, 2025
ସୁନ୍ଦରଗଡ ସହର: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ତାଙ୍କ ଅଫିସ ରେ ସାକ୍ଷାତ କରି ଆଲୋଚନା କରିବା ସହ ଦାବି ପତ୍ର ପ୍ରଦାନ କଲେ ବିଜେଡ଼ି ନେତା
kishore85153
Sundargarh Town, Sundargarh | Jul 15, 2025
ସୁନ୍ଦରଗଡ ସହର: ଆସନ୍ତା 17 ତାରିଖ ସୁନ୍ଦରଗଡ଼ ଜିଲ୍ଳାରେ 12 ଘଣ୍ଟିଆ ବନ୍ଦ କରିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ କଂଗ୍ରେସ ଦଳର ଜିଲ୍ଲା ସଭାପତି
dm.sundargarh
Sundargarh Town, Sundargarh | Jul 15, 2025
ବୀରମିତ୍ରପୁର: ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ହାତିବାରୀ ସେକ୍ସନର ସରକାରୀ ଉନ୍ଵୀତ ଉଚ୍ଚ ବିଦ୍ୟାଳୟ କନ୍ଦରକେଲା ଠାରେ ୭୬ତମ ବନମହୋତ୍ସବ ପାଳିତ ।
nuagaonnews
Biramitrapur, Sundargarh | Jul 15, 2025
ସୁନ୍ଦରଗଡ ସହର: ଡ଼ିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ହେମଗିର ଥାନା କନିକାରେ ଅବକାରୀ ଚଢାଉ, ଦେଶୀ ଓ ବିଦେଶୀ ମଦ ସହ ଜଣେ ବଙ୍ଗାଳୀ ମହିଳା ଗିରଫ
dm.sundargarh
Sundargarh Town, Sundargarh | Jul 15, 2025
ବୀରମିତ୍ରପୁର: ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମ ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଗୋପପୁର ନାଳରେ ଯାତାୟାତରେ ସୃଷ୍ଟି ହେଲା ସମସ୍ୟା ।
nuagaonnews
Biramitrapur, Sundargarh | Jul 15, 2025
ସୁନ୍ଦରଗଡ ସହର: ଡ଼ିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ସଦର ଥାନା କନକ ଜୋରାରେ ଅବକାରୀ ଚଢାଉ, ଦେଶୀ ମଦ ଓ ବାଇକ ସହ ଦୁଇ ଅଭିଯୁକ୍ତ ଗିରଫ
dm.sundargarh
Sundargarh Town, Sundargarh | Jul 15, 2025
ସୁନ୍ଦରଗଡ ସହର: ଆମ୍ବିଆନ୍ସ ହୋଟେଲ୍ ଛକ ନିକଟରେ ଟାଉନ ଥାନା ପୋଲିସ ର ଏମ ଭି ଚେକିଂ ଜରିମାନା ଆଦାୟ ସୂଚନା
kishore85153
Sundargarh Town, Sundargarh | Jul 15, 2025
ବୀରମିତ୍ରପୁର: ହାତିବାରୀ ଥାନା ଅନ୍ତର୍ଗତ ନୂଆଗାଁ ଫାଣ୍ଡି ଅଞ୍ଚଳର କାରିମାଟି ଗ୍ରାମ ପାଖରେ ଥିବା ପୋଖରୀରୁ ମୃତ ମହିଳାଙ୍କ ଶବ ଉଦ୍ଧାର।
nuagaonnews
Biramitrapur, Sundargarh | Jul 15, 2025
ସୁନ୍ଦରଗଡ ସହର: କନ୍ଦାବାହାଲ ନିକଟରେ କାର ଧକ୍କାରେ ସାଇକେଲ ଆରୋହୀ ଗୁରୁତର, ଗାଡ଼ି ଫେରାର
dm.sundargarh
Sundargarh Town, Sundargarh | Jul 15, 2025
ସୁନ୍ଦରଗଡ ସହର: ତଳସରା କଲୋନୀ ପଡ଼ାରେ ବଜ୍ରପାତରେ ଭଜମନ କଲୋ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
dm.sundargarh
Sundargarh Town, Sundargarh | Jul 15, 2025
ତଲସରା: ଦୁର୍ଘଟଣାରେ ଗାଈ ଗୋରୁଙ୍କ ମୃତ୍ୟୁ ନେଇ ବ୍ଳକ ଛକରେ ପ୍ରତିକ୍ରିୟା ପ୍ରକାଶ କଲେ ଗୋ ସୁରକ୍ଷା ସମିତି ସଦସ୍ୟ
bargaon
Talasara, Sundargarh | Jul 15, 2025
ତଲସରା: ଭୋଇପାଲି ସ୍ଥିତ ଇଣ୍ଡେନ ଗ୍ରାମୀଣ ବିତରକ ଦୋକାନରୁ ୮ ଟି ଖାଲି ସିଲିଣ୍ଡର ଚୋରି ଥାନା ରେ ଅଭିଯୋଗ
bargaon
Talasara, Sundargarh | Jul 15, 2025
ତଲସରା: ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡି ପକ୍ଷରୁ ଡାଲମିଆ କଲେଜ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ
bargaon
Talasara, Sundargarh | Jul 15, 2025
ତଲସରା: FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା, ଡାଲମିଆ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର ଓ ଯୁବ କଂଗ୍ରେସ
bargaon
Talasara, Sundargarh | Jul 15, 2025
ସୁନ୍ଦରଗଡ ସହର: ଜିଲ୍ଲାରେ ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
kishore85153
Sundargarh Town, Sundargarh | Jul 15, 2025
ସୁନ୍ଦରଗଡ ସହର: ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରୀ କଲେଜ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
kishore85153
Sundargarh Town, Sundargarh | Jul 15, 2025
ସୁନ୍ଦରଗଡ ସହର: ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସରକାରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
kishore85153
Sundargarh Town, Sundargarh | Jul 15, 2025
Load More
Contact Us
Your browser does not support JavaScript!