Latest News in Chandiposh (Local videos)
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର -୩ ସ୍ଥିତ ଶ୍ରୀମନ୍ଦିର ବାହୁଡା଼ ପରେ ପ୍ରଭୁ ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର ତଥା ଭଉଣୀ ସୁଭଦ୍ରା ରଥରେ ଥାଇ ଅଧର ପଣା ଓ ସଂଗୀତ ଆସର
Raurkela M, Sundargarh | Jul 7, 2025
pramodjagadev8
Follow
Share
Next Videos
ସୁନ୍ଦରଗଡ ସହର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ଵାରା ସଂସ୍କୃତି ଭବନରୁ ସୁନ୍ଦରଗଡ଼ ଜିଲ୍ଲା ସ୍ବଚ୍ଛ ଆପ୍ ର ଶୁଭାରମ୍ଭ
dm.sundargarh
Sundargarh Town, Sundargarh | Jul 7, 2025
ରାଉରକେଲା ମ୍ୟୁନିସିପାଲଟି: ଜିଲ୍ଲା ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି
pramodjagadev8
Raurkela M, Sundargarh | Jul 7, 2025
ସୁନ୍ଦରଗଡ ସହର: କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମଙ୍କ ଦ୍ୱାରା ସଂସ୍କୃତି ଭବନ ପରିସରରୁ OAV ଛାତ୍ର ଛାତ୍ରୀଙ୍କ ପାଇଁ 34 ଗୋଟି ବସ ଲୋକାର୍ପିତ
dm.sundargarh
Sundargarh Town, Sundargarh | Jul 7, 2025
ସୁନ୍ଦରଗଡ ସହର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସଂସ୍କୃତି ଭବନରେ ପିଏମ ଜନମନ ଓ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଅଗ୍ରଗତି ସମୀକ୍ଷା କଲେ
dm.sundargarh
Sundargarh Town, Sundargarh | Jul 7, 2025
ସୁନ୍ଦରଗଡ ସହର: ସୁନ୍ଦରଗଡ ଜିଲ୍ଲା ସଂସ୍କୃତି ଭବନରେ ପ୍ରଧାନମନ୍ତ୍ରୀ ଜନମନ ଓ ଧରତି ଆବା ଜନଜାତୀୟ ଗ୍ରାମ ଉକ୍ତର୍ଷ ଅଭିଯାନ ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
rakhipradhanjsg
Sundargarh Town, Sundargarh | Jul 7, 2025
ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ,ରାଜଗାଙ୍ଗପୁର,ବାଙ୍କୀ,ବୀରମିତ୍ରପୁର ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା।
nuagaonnews
Biramitrapur, Sundargarh | Jul 7, 2025
ବୀରମିତ୍ରପୁର: ନୂଆଗାଁ ବ୍ଲକର ଖୁଣ୍ଟଗାଁ ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତ ସ୍ତରୀୟଜନ ଜନ ଅଭିଯୋଗ, ଶୁଣାଣି ଅନୁଷ୍ଠିତ
nuagaonnews
Biramitrapur, Sundargarh | Jul 7, 2025
ସୁନ୍ଦରଗଡ ସହର: ସୁନ୍ଦରଗଡ ୱାର୍ଡ ନମ୍ବର ୯ ଆର୍ ଏଚ ଏସ କଲୋନୀ ରେ ନୂଆଁ କଲ୍ୟାଣ ମଣ୍ଡପ ଉଦ୍ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।
kishore85153
Sundargarh Town, Sundargarh | Jul 7, 2025
ସୁନ୍ଦରଗଡ ସହର: ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲି ଶଙ୍କରା ଲୁଲକିଡିହୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
kishore85153
Sundargarh Town, Sundargarh | Jul 7, 2025
ବୀରମିତ୍ରପୁର: ନୂଆଗାଁ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ବେମତାରେ ହୋଇଥିବା ୭୬ତମ ବନମହୋତ୍ସବ ୨୦୨୫-୨୬ ପାଳିତ
nuagaonnews
Biramitrapur, Sundargarh | Jul 7, 2025
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର -୪ସ୍ଥିତ ରାଉରକେଲା କଲେଜ ତରଫରୁ ଜାତୀୟ ସେବା ଯୋଜନା ତରଫରୂ ବନମହୋତ୍ସବ ରାଉରକେଲା କଲେଜ ପରିସରରେ ଅନୁଷ୍ଠିତ ହୋଇଛି
pramodjagadev8
Raurkela M, Sundargarh | Jul 7, 2025
ବୀରମିତ୍ରପୁର: ଗୋଲଦାରୁ ଗ୍ରାମରେ ବର୍ଷା ଭଜାଡିଲା ପରିବା ଚାଷ, ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହେଲେ ଚାଷୀ
#jansamasya
nuagaonnews
Biramitrapur, Sundargarh | Jul 7, 2025
ତଲସରା: କୀଟନାଶକ ପିଇ ଆତ୍ମହତ୍ୟା କଲେ ଫୁଲବାରି ଗ୍ରାମର ଯୁବକ
bargaon
Talasara, Sundargarh | Jul 7, 2025
ତଲସରା: ଇତମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
bargaon
Talasara, Sundargarh | Jul 7, 2025
ରାଜଗାଙ୍ଗପୁର: ଲଗାଣ ବର୍ଷା ପ୍ରଭାବରେ ବିରଙ୍ଗାଟୋଲି ଗ୍ରାମ ରେ ଭାଙ୍ଗିଲା ୪ ଜଣ ଙ୍କର ମାଟି ଘର
bargaon
Rajagangapur, Sundargarh | Jul 7, 2025
ତଲସରା: ମରଚିମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କା ରେ ୩ ଗାଈ ମୃତ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଅସନ୍ତୋଷ
bargaon
Talasara, Sundargarh | Jul 7, 2025
ତଲସରା: ବରଙ୍ଗାକଛାର ଗ୍ରାମ ନିକଟସ୍ଥ ଦେମୁଲମୁଣ୍ଡା ରେ ବୁଡ଼ି ଯୁବକ ଙ୍କର ମୃତ୍ୟୁ
bargaon
Talasara, Sundargarh | Jul 7, 2025
ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଜିଲ୍ଲା ପାଳଙ୍କ ସଦ ଭାବନା ଭବନ ଉପରେ ଉପୁଡି ପଡ଼ିଲା ବିଶାଳ କାୟ କୃଷ୍ଣଚୂଡ଼ା ଗଛ
dm.sundargarh
Sundargarh Town, Sundargarh | Jul 7, 2025
ସୁନ୍ଦରଗଡ ସହର: ଆସନ୍ତା ଜୁଲାଇ ୮ ତାରିଖ ସକାଳ ୮ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
kishore85153
Sundargarh Town, Sundargarh | Jul 7, 2025
Load More
Contact Us
Your browser does not support JavaScript!