Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

News in Bhasma

ସୁନ୍ଦରଗଡ: ଆଶା ଶିକ୍ଷାନୁଷ୍ଠାନ ସମୂହ  ପକ୍ଷରୁ ମାଦ୍ରି କାଲ ଭବନରେ ସ୍ବାଗତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପୌର ପରିଷଦ ଅଧ୍ୟକ୍ଷା

ସୁନ୍ଦରଗଡ: ଆଶା ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ମାଦ୍ରି କାଲ ଭବନରେ ସ୍ବାଗତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପୌର ପରିଷଦ ଅଧ୍ୟକ୍ଷା

Sundargarh, Sundargarh | Jul 26, 2026

ସୁନ୍ଦରଗଡ: ସିଆରମାଲ ବିସ୍ଥାପିତ ଗ୍ରାମ ବାସି ଙ୍କ ଗଣଧାରଣା ଡିଆରଡିଏ ଛକ ଠାରେ ୧୩୨ ଦିନରେ ଜାରି ରହିଛି

ସୁନ୍ଦରଗଡ: ସିଆରମାଲ ବିସ୍ଥାପିତ ଗ୍ରାମ ବାସି ଙ୍କ ଗଣଧାରଣା ଡିଆରଡିଏ ଛକ ଠାରେ ୧୩୨ ଦିନରେ ଜାରି ରହିଛି

Sundargarh, Sundargarh | Jul 26, 2026

SMS News Bureau Rourkela 

ସୁନାବେଶ ରେ ଝଲସିଲେ ମହାବାହୁ। ଅହିରାବନ୍ଧ ରଥଖଳା ରେ ୨୦ ହଜାର ଭକ୍ତଙ୍କ ସମାଗମ।

ମହାପ୍ରଭୁ ରଥ ଉପରେ ସୁନାବେଶ ଅବସରରେ ମହଣ ମହଣ ସୂନା ରେ ଆଚ୍ଛାଦିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୃଶ୍ୟ ଅତିବ ଅଲୌକିକ ଓ ମନୋରମ। ଅହିରାବନ୍ଧ ରଥଖଳାରେ ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ପୋଲିସ ଓ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଭଜନ ସମାରୋହ ସହ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ମେଳା ର ଆୟୋଜନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ ହୋଇଥିଲା।

SMS News Bureau Rourkela ସୁନାବେଶ ରେ ଝଲସିଲେ ମହାବାହୁ। ଅହିରାବନ୍ଧ ରଥଖଳା ରେ ୨୦ ହଜାର ଭକ୍ତଙ୍କ ସମାଗମ। ମହାପ୍ରଭୁ ରଥ ଉପରେ ସୁନାବେଶ ଅବସରରେ ମହଣ ମହଣ ସୂନା ରେ ଆଚ୍ଛାଦିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୃଶ୍ୟ ଅତିବ ଅଲୌକିକ ଓ ମନୋରମ। ଅହିରାବନ୍ଧ ରଥଖଳାରେ ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ପୋଲିସ ଓ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଭଜନ ସମାରୋହ ସହ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ମେଳା ର ଆୟୋଜନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ ହୋଇଥିଲା।

Sundargarh Town, Sundargarh | Jul 26, 2026