Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

News in Hemgir

**୧୦୦ ବର୍ଷ ପରେ ବି ସୁଧୁରୁନି ଭାପୁର ଫାଣ୍ଡି ଅବସ୍ଥା**

ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଳକର ମୁଖ୍ୟ କେନ୍ଦ୍ର ଛଦେଶ ଅଞ୍ଚଳ ଭାପୁର। ପାମାଳ ଠାରୁ କୋଟବେରେଣୀକୁ ନେଇ ଛଦେଶ ଗଠିତ ଏବଂ ବେଶ୍ ପରିଚିତ। ଛଦେଶ ଅଞ୍ଚଳର ମଧ୍ୟସ୍ଥଳୀ ହେଉଛି ଭାପୁରଗ୍ରାମ ଓ ଛକ ନିକଟରେ ଭାପୁର ଫାଣ୍ଡି,ଆଖି ଆଗରେ ଖଣି ଖଦାନ,ଦେଶୀ ବିଦେଶୀ ମଦ ଗଞ୍ଜେଇ ଠାରୁ ଆରମ୍ଭ କରି ମାଡପିଟ,ଚୋରି,ରାହାଜାନୀ,ଡ଼କାୟତି,ଅଞ୍ଚଳବାସୀଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦ୍ଦେଶ୍ୟରେ ନିମନ୍ତେ ବିଟିଶ୍ ଅମଳରୁ ୧୯୨୬ ମସିହାରେ ଭାପୁର ଛକ ଠାରେ ଏକ ଫାଣ୍ଡି ସ୍ଥାପନ ହୋଇଥିଲା। ୧୦୦ ବର୍ଷ ଅତିକ୍ରମ ବିତି ଯାଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଫାଣ୍ଡିର ନିଜସ୍ବ କାର୍ଯ୍ୟାଳୟ ନିର୍ମିତ ହୋଇପାରିଲା ନାହିଁ। କି ଫାଣ୍ଡିର ଅବସ୍ଥା ସୁଧୁରି ପାରି ନାହିଁ। ଫାଣ୍ଡିରେ ଥିବା ପୁରୁଣା ଆଜବେଷ୍ଟସ ଘରେ ଫାଣ୍ଡିଟି ଚାଲିଛି। ଛୋଟ ଛାତ ଘର ଫାଣ୍ଡି ପଛ ପଟେ ଏକ ଆକବେଷ୍ଟ ଘରେ ଫାଣ୍ଡି ଅଧିକାରୀ ରହୁଥିବା ବେଳେ ଅବ୍ୟବସ୍ଥା ଅବସ୍ଥାରେ ଥିବା ଆଜବେଷ୍ଟସ ଘରେ କାର୍ଯ୍ୟାଳୟ ଚାଲିବା ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥାନ୍ତି। ସ୍ଥାନୀୟ ଲୋକ ହୁଅନ୍ତୁ ବା ଆସୁଥିବା ଅତିଥି କିମ୍ବା ବିଭାଗୀୟ କର୍ମଚାରୀ ବିଭାଗର ଅତିଥି ଭବନରୁ ବଞ୍ଚିତ ରୁହନ୍ତି। ବସିବା ପାଇଁ ନା ଅଛି ଚ୍ୟାର,ନା,ଟେବୁଲ୍,ଜେରକ୍ସ ମେସିନ୍ ନା ପିଇବା ପାଇଁ ପାଣି ବିଭିନ୍ନ ସମସ୍ୟା ରାଜ୍ୟରେ ଥାନା,ଫାଣ୍ଡିମାନଙ୍କୁ ସରକାରଙ୍କ ପକ୍ଷରୁ କାର୍ଯ୍ୟାଳୟ ସାଙ୍ଗକୁ କର୍ମଚାରୀମାନଙ୍କ ରହଣି ନିମନ୍ତେ ଅର୍ଥ ବ୍ୟୟବରାଦ କରାଯାଇ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ସଦର ଥାନାର ଭାପୁର ଫାଣ୍ଡିକୁ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ ହୋଇଛି। ସେହିପରି ଭାବରେ ଉକ୍ତ ଫାଣ୍ଡିଟି ୪୨ ନମ୍ବର ଜାତୀୟ ରାଜପଥ କଡ଼ ଭାପୁର ଛକ ନିକଟରେ ଅବସ୍ଥିତ ପୂର୍ବରୁ ଭାପୁର ଫାଣ୍ଡିକୁ ଥାନା କରିବା ନିମନ୍ତେ ଭାପୁର ଛଦେଶ ଅଞ୍ଚଳବାସୀ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ସରକାରଙ୍କ ଏଥିପ୍ରତି ଉଦାସୀନ ଥିବା ଦେଖାଯାଉଛି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

**୧୦୦ ବର୍ଷ ପରେ ବି ସୁଧୁରୁନି ଭାପୁର ଫାଣ୍ଡି ଅବସ୍ଥା** ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଳକର ମୁଖ୍ୟ କେନ୍ଦ୍ର ଛଦେଶ ଅଞ୍ଚଳ ଭାପୁର। ପାମାଳ ଠାରୁ କୋଟବେରେଣୀକୁ ନେଇ ଛଦେଶ ଗଠିତ ଏବଂ ବେଶ୍ ପରିଚିତ। ଛଦେଶ ଅଞ୍ଚଳର ମଧ୍ୟସ୍ଥଳୀ ହେଉଛି ଭାପୁରଗ୍ରାମ ଓ ଛକ ନିକଟରେ ଭାପୁର ଫାଣ୍ଡି,ଆଖି ଆଗରେ ଖଣି ଖଦାନ,ଦେଶୀ ବିଦେଶୀ ମଦ ଗଞ୍ଜେଇ ଠାରୁ ଆରମ୍ଭ କରି ମାଡପିଟ,ଚୋରି,ରାହାଜାନୀ,ଡ଼କାୟତି,ଅଞ୍ଚଳବାସୀଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦ୍ଦେଶ୍ୟରେ ନିମନ୍ତେ ବିଟିଶ୍ ଅମଳରୁ ୧୯୨୬ ମସିହାରେ ଭାପୁର ଛକ ଠାରେ ଏକ ଫାଣ୍ଡି ସ୍ଥାପନ ହୋଇଥିଲା। ୧୦୦ ବର୍ଷ ଅତିକ୍ରମ ବିତି ଯାଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଫାଣ୍ଡିର ନିଜସ୍ବ କାର୍ଯ୍ୟାଳୟ ନିର୍ମିତ ହୋଇପାରିଲା ନାହିଁ। କି ଫାଣ୍ଡିର ଅବସ୍ଥା ସୁଧୁରି ପାରି ନାହିଁ। ଫାଣ୍ଡିରେ ଥିବା ପୁରୁଣା ଆଜବେଷ୍ଟସ ଘରେ ଫାଣ୍ଡିଟି ଚାଲିଛି। ଛୋଟ ଛାତ ଘର ଫାଣ୍ଡି ପଛ ପଟେ ଏକ ଆକବେଷ୍ଟ ଘରେ ଫାଣ୍ଡି ଅଧିକାରୀ ରହୁଥିବା ବେଳେ ଅବ୍ୟବସ୍ଥା ଅବସ୍ଥାରେ ଥିବା ଆଜବେଷ୍ଟସ ଘରେ କାର୍ଯ୍ୟାଳୟ ଚାଲିବା ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥାନ୍ତି। ସ୍ଥାନୀୟ ଲୋକ ହୁଅନ୍ତୁ ବା ଆସୁଥିବା ଅତିଥି କିମ୍ବା ବିଭାଗୀୟ କର୍ମଚାରୀ ବିଭାଗର ଅତିଥି ଭବନରୁ ବଞ୍ଚିତ ରୁହନ୍ତି। ବସିବା ପାଇଁ ନା ଅଛି ଚ୍ୟାର,ନା,ଟେବୁଲ୍,ଜେରକ୍ସ ମେସିନ୍ ନା ପିଇବା ପାଇଁ ପାଣି ବିଭିନ୍ନ ସମସ୍ୟା ରାଜ୍ୟରେ ଥାନା,ଫାଣ୍ଡିମାନଙ୍କୁ ସରକାରଙ୍କ ପକ୍ଷରୁ କାର୍ଯ୍ୟାଳୟ ସାଙ୍ଗକୁ କର୍ମଚାରୀମାନଙ୍କ ରହଣି ନିମନ୍ତେ ଅର୍ଥ ବ୍ୟୟବରାଦ କରାଯାଇ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ସଦର ଥାନାର ଭାପୁର ଫାଣ୍ଡିକୁ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ ହୋଇଛି। ସେହିପରି ଭାବରେ ଉକ୍ତ ଫାଣ୍ଡିଟି ୪୨ ନମ୍ବର ଜାତୀୟ ରାଜପଥ କଡ଼ ଭାପୁର ଛକ ନିକଟରେ ଅବସ୍ଥିତ ପୂର୍ବରୁ ଭାପୁର ଫାଣ୍ଡିକୁ ଥାନା କରିବା ନିମନ୍ତେ ଭାପୁର ଛଦେଶ ଅଞ୍ଚଳବାସୀ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ସରକାରଙ୍କ ଏଥିପ୍ରତି ଉଦାସୀନ ଥିବା ଦେଖାଯାଉଛି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

Raurkela M, Sundargarh | Jun 17, 2026

**ବିଦ୍ୟୁତ ଆଘାତରେ  ଦୁଇ ଯାଆଙ୍କ ମୃତ୍ୟୁ**

ପୂର୍ବତନ ସାଂସଦଙ୍କ ଗଭୀର ଶୋକ 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ରଞ୍ଜାଗୋଳ ଗ୍ରାମର  ଗୌର ଦେହୁରୀ ଙ୍କ ସ୍ତ୍ରୀ ମନୀଷା ଦେହୁରୀ(45),ଓ ବିଭୁତି ଦେହୁରୀ ଙ୍କ ସ୍ତ୍ରୀ ରଞ୍ଜୁ ଦେହୁରୀ (47) ଭୋରୁ ଘର ଅଗଣାକୁ ଆସିଥିବାବେଳେ ପୂର୍ବ ରାତି ମେଘପବନ ରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିବାରୁ ପ୍ରଥମେ ରଞ୍ଜୁ ଦେହୁରୀ ଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ଚିତ୍କାର କରିବାରୁ ମନୀଷା ତାଙ୍କୁ ଉଦ୍ଧାର କରିବାକୁ ଯାଇ ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତେବେ ପରିବାର ଲୋକେ ପ୍ରଥମେ ଖଜୁରିଆକଟା ପରେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ଆଣିବାରୁ ଡାକ୍ତର ଉଭୟ ଙ୍କୁ ଆଣିବାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

**ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ** ପୂର୍ବତନ ସାଂସଦଙ୍କ ଗଭୀର ଶୋକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ରଞ୍ଜାଗୋଳ ଗ୍ରାମର ଗୌର ଦେହୁରୀ ଙ୍କ ସ୍ତ୍ରୀ ମନୀଷା ଦେହୁରୀ(45),ଓ ବିଭୁତି ଦେହୁରୀ ଙ୍କ ସ୍ତ୍ରୀ ରଞ୍ଜୁ ଦେହୁରୀ (47) ଭୋରୁ ଘର ଅଗଣାକୁ ଆସିଥିବାବେଳେ ପୂର୍ବ ରାତି ମେଘପବନ ରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିବାରୁ ପ୍ରଥମେ ରଞ୍ଜୁ ଦେହୁରୀ ଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ଚିତ୍କାର କରିବାରୁ ମନୀଷା ତାଙ୍କୁ ଉଦ୍ଧାର କରିବାକୁ ଯାଇ ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତେବେ ପରିବାର ଲୋକେ ପ୍ରଥମେ ଖଜୁରିଆକଟା ପରେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ଆଣିବାରୁ ଡାକ୍ତର ଉଭୟ ଙ୍କୁ ଆଣିବାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

Raurkela M, Sundargarh | Jun 17, 2026

ବଣେଇ: ନାରୀ କଲ୍ୟାଣ କେନ୍ଦ୍ର ପରିସରରେ ଓଡ଼ିଶାରେ ବିଜେପି ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ବିକାଶର ଧାରା ଓଡ଼ିଶା ସାରା ଉପଲକ୍ଷେ ପ୍ରଦର୍ଶନୀ

ବଣେଇ: ନାରୀ କଲ୍ୟାଣ କେନ୍ଦ୍ର ପରିସରରେ ଓଡ଼ିଶାରେ ବିଜେପି ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ବିକାଶର ଧାରା ଓଡ଼ିଶା ସାରା ଉପଲକ୍ଷେ ପ୍ରଦର୍ଶନୀ

Banei, Sundargarh | Jun 17, 2026

ସୁନ୍ଦରଗଡ: ତଳସରା ଥାନା ଅନ୍ତର୍ଗତ ମହୁଲ ଗାଁ ଚାଷୀ ସୁରେଶ କିଶାନ ଙ୍କ ଟ୍ରାକ୍ଟର ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ସୂଚନା

ସୁନ୍ଦରଗଡ: ତଳସରା ଥାନା ଅନ୍ତର୍ଗତ ମହୁଲ ଗାଁ ଚାଷୀ ସୁରେଶ କିଶାନ ଙ୍କ ଟ୍ରାକ୍ଟର ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ସୂଚନା

Sundargarh, Sundargarh | Jun 17, 2026

ରାଜନଗରରେ ଚାଞ୍ଚଲ୍ୟ! 
ପୋଲ ପାଖରୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ!! 
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ସଂସାରଫଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସଂସାରଫଳ ମଦ ଦୋକାନ ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ଏକ ପୋଲ ପାଖରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମାଞ୍ଚଳ ଥାନା ଆଇ.ଆଇ.ସି ଶ୍ରୀକାନ୍ତ ବାରିକ୍ ପୁଲିସ ଟିମ୍ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |
 ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଜଣଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି।
#odishacitynews #death #murder #Rajnagar #BreakingNews #todaynews #CrimeNews #OdishaNews #Kendrapada #Odisha

ରାଜନଗରରେ ଚାଞ୍ଚଲ୍ୟ! ପୋଲ ପାଖରୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ!! କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ସଂସାରଫଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସଂସାରଫଳ ମଦ ଦୋକାନ ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ଏକ ପୋଲ ପାଖରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମାଞ୍ଚଳ ଥାନା ଆଇ.ଆଇ.ସି ଶ୍ରୀକାନ୍ତ ବାରିକ୍ ପୁଲିସ ଟିମ୍ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଜଣଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି। #odishacitynews #death #murder #Rajnagar #BreakingNews #todaynews #CrimeNews #OdishaNews #Kendrapada #Odisha

Raurkela M, Sundargarh | Jun 17, 2026

ସଂସରାଟିକିରା ଗ୍ରାମବାସୀଙ୍କ ଅଭିଯୋଗ: OPGC ଆଶପଣ୍ଡ କାର୍ଯ୍ୟ ଯୋଗୁଁ ପରିବେଶ ଓ ଜନସ୍ୱାସ୍ଥ୍ୟ ସଙ୍କଟ
#odiabhaskar #odisha #jharasuguda #viralreels #explorepage

ସଂସରାଟିକିରା ଗ୍ରାମବାସୀଙ୍କ ଅଭିଯୋଗ: OPGC ଆଶପଣ୍ଡ କାର୍ଯ୍ୟ ଯୋଗୁଁ ପରିବେଶ ଓ ଜନସ୍ୱାସ୍ଥ୍ୟ ସଙ୍କଟ #odiabhaskar #odisha #jharasuguda #viralreels #explorepage

Talasara, Sundargarh | Jun 17, 2026