Public App Logo
Profile Picture

Ananda Chandra Mohanty

@reporterananda
42088Followers
14Following
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ମହିମା ସାହିତ୍ୟ ସଂସଦ ସର୍ବସମ୍ମତି କ୍ରମେ ଗଠିତ ହେଲା।
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବରଦା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ
ଢେଙ୍କାନାଳ ସଦର: ଓଡ଼ାପଡ଼ା ବ୍ଲକ ସଦାଶିବ ପୁର ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସାଂସଦଙ୍କୁ ନିମନ୍ତ୍ରଣ
ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଦିଲ୍ଲୀ ଠାରେ ସରପଞ୍ଚ ଶକ୍ତି କାର୍ଯ୍ୟ କ୍ରମ ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଦଧିସିଙ୍ଗା ଗ୍ରାମର ଯୁବକ ଇଞ୍ଜିନିୟର ଦେବୀପ୍ରସାଦ ମହାନ୍ତିଙ୍କ ଦ୍ରୃଦଘାତରେ ମ୍ରୃତ୍ୟୁ,ଗ୍ରାମରେ ଶୋକ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବିଧାରପୁର ଗ୍ରାମ ପଞ୍ଚାୟତ ଠାରେ ଯୋଗାଣ ମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଡାଳସିହା ମାର୍ଥାପୁର ଠାରେ ସ୍ବଦେଶୀ ଜାଗରଣ ମଞ୍ଚ ଜିଲ୍ଲା ସମିତି ବୈଠକ ଅନୁଷ୍ଠିତ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କାବରା ଠାରେ ଯୋଗାଣ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ରଙ୍କ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନାଟିମା ବଜାର ଭିତରେ ହାତୀ ପଶି ପରିବା ଦୋକାନ ଭାଙ୍ଗି ଖାଇଲେ, ସିସିଟିଭିରେ କଏଦ୍
ଢେଙ୍କାନାଳ ସଦର: ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧିନ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରୁ ଜନ୍ତୁ ଶୀକାର ଅଭିଯୋଗରେ ୪ ଗିରଫ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧିନ କାଲୁରିଆ ବ୍ରାହ୍ମଣୀ ନଦୀରେ ଫସି ରହି ଜଳକ୍ରୀଡା କରୁଛନ୍ତି ୩ ହାତୀ
ଢେଙ୍କାନାଳ ସଦର: ଢେଙ୍କାନାଳ ରିଜର୍ଭ ପଡିଆ ଠାରେ ୬୩ ତମ ଓଡ଼ିଶା ଗ୍ରୃହରକ୍ଷୀଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ
ଢେଙ୍କାନାଳ ସଦର: ରାଧାଦେଇପୁର ଗ୍ରାମ ଠାରେ ହାତୀ ପଲ ଦ୍ୱାରା ୩ ଏକର ଧାନ ଫସଲ ନଷ୍ଟ।
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ସହୀଦ ବିଏସଏଫ ଯବାନ ବିଜୟ କୁମାର ସାହୁଙ୍କର  ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କ୍ରୃତ୍ୟ ସମ୍ପର୍ଣ୍ଣ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଥିବା ଏଚ୍ ପି ଗ୍ୟାସ୍ ଏଜେନ୍ସୀ ସମ୍ମୁଖରେ କ୍ରୃତିମ ଭିଡ଼, ଉପଭୋକ୍ତା ଅସନ୍ତୋଷ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ଜାମୁଶରା ଠାରେ ବିଶିଷ୍ଟ ସମାଜସେବୀ ଇନ୍ଦ୍ରମଣି ରାଉତଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୂତନ ବ୍ଲକ ଗଠନ ପାଇଁ ସ୍ମାରକପତ୍ର ପ୍ରଦାନ
ଢେଙ୍କାନାଳ ସଦର: ଯୋରନ୍ଦା ଠାରେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ରଙ୍କ ଜନ ଶୁଣାଣୀ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ଠାରେ ବାଲିଘାଟରୁ ବେଆଇନ ବାଲି ଚୋରି କରୁଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ
ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ଚିରୁଳେଇ ରାଜସ୍ୱ ଗ୍ରାମକୁ ଗ୍ରାମ ପଞ୍ଚାୟତ ମାନ୍ୟତା ପ୍ରଦାନ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଗଁଦିଆ ଥାନା କାବରା ଗ୍ରାମ ଠାରେ ୩୦ ଗଭୀର ଅବ୍ୟବହୃତ କୂଅରୁ ଦମକଳ ବାହିନୀ ଦ୍ଵାରା ମ୍ରୃତ ବାରହା ଉଦ୍ଧାର
ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ନାଗେନା ଠାରେ ବିଶ୍ଵ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରାରେ ସାମିଲ ହେଲେ ଦୁଇଶହରୁ ଉର୍ଦ୍ଧ୍ବ ମହିଳା , ବାବା ଚୈତନ୍ୟ କୁହନ୍ତି
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାଲୁରିଆ ଗ୍ରାମରୁ ଅପହୃତା ନାବାଳିକା ଢେଙ୍କାନାଳ ଷ୍ଟେସନରୁ ଉଦ୍ଧାର,ସ୍ୱଧାର ଗ୍ରୃହକୁ ପଠାଇଲା ପୋଲିସ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ତାଳଡଙ୍ଗା ଗ୍ରାମ ଠାରେ ଗ୍ରାମ ମଝିରେ ୧୧ କେଭି ବିଦ୍ୟୁତ୍ ତାର ଟାଣିବାକୁ ନେଇ ଆନ୍ଦୋଳନ।