Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧିନ କାଲୁରିଆ ବ୍ରାହ୍ମଣୀ ନଦୀରେ ଫସି ରହି ଜଳକ୍ରୀଡା କରୁଛନ୍ତି ୩ ହାତୀ

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧିନ କାଲୁରିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ୩ ରୁ ଊର୍ଦ୍ଧ୍ବ ହାତୀ ଫସିରହି ଜଳକ୍ରୀଡା କରୁଛନ୍ତି। ସୂଚନା ଅନୁସାରେ ରୁପାବଳିଆ ସଂରକ୍ଷିତ ଜଙ୍ଗଲରୁ ହାତୀ ଆଜି ତା ୮।୧୨।୨୫ ରିଖ ସକାଳ ୩ ଟା ସମୟରେ ବ୍ରାହ୍ମଣୀ ନଦୀ ପାର ହୋଇ ଅପରପାର୍ଶ୍ବରେ ଥିବା ମାର୍ଥା ପୁର ଅଞ୍ଚଳକୁ ଯାଉଥିବା ସମୟରେ ସକାଳ ହୋଇଯିବାରୁ ଦଳର ଦୁଇଟି ବଡ ହାତୀ ଓ ଗୋଟିଏ ଛୁଆ ହାତୀ ଯାଇନପାରି ନଦୀର ମାର୍ଥାପୁର ପାର୍ଶ୍ୱରେ ଫସି ରହି ଜଳକ୍ରୀଡା କରୁଛନ୍ତି। ଯୋରନ୍ଦା ବନପାଳ ଗଙ୍ଗାଧର ସାହୁ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ନଜର ରଖିଛନ୍ତି।

MORE NEWS