Public App Logo
Jansamasya
Fishtech
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah

ଢେଙ୍କାନାଳ ସଦର: ଓଡ଼ାପଡ଼ା ବ୍ଲକ ସଦାଶିବ ପୁର ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସାଂସଦଙ୍କୁ ନିମନ୍ତ୍ରଣ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସଦାଶିବ ପୁର ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ କାର୍ଯ୍ୟକ୍ରମ ଚଳିତ ବର୍ଷ ପାଳନ ହେବ । ଆଜି ତା ୧୮।୧୨।୨୫ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ବିଦ୍ୟାଳୟ ପରିଚାଳନା କମିଟି ତଥା ଉପଦେଷ୍ଟା କମିଟି କର୍ମକର୍ତ୍ତା ପ୍ରଫେସର ଅଟଳ ବିହାରୀ ଦାସଙ୍କ ନେତୃତ୍ୱରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଭେଟି ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

MORE NEWS

ଢେଙ୍କାନାଳ ସଦର: ଓଡ଼ାପଡ଼ା ବ୍ଲକ ସଦାଶିବ ପୁର ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସାଂସଦଙ୍କୁ ନିମନ୍ତ୍ରଣ - Dhenkanal Sadar News