Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବିଧାରପୁର ଗ୍ରାମ ପଞ୍ଚାୟତ ଠାରେ ଯୋଗାଣ ମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଳତା ୧୫।୧୨।୨୦୨୫ ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାର ଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯ୍ୟୁକ୍ତି ବିଭାଗ ର ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଁଦିଆ ବ୍ଲକ ବିଧାରପୁର ଗ୍ରାମପଞ୍ଚାୟତ ରେ ନବ ନିର୍ମିତ ଦୁଇଟି ପ୍ରକଳ୍ପ ର ଉଦଘାଟନ କରିବା ସହିତ ସ୍ଥାନୀୟ ସରପଞ୍ଚ ଅଜୟ କୁମାର ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏକ ଜନଶୁଣାଣୀ ଶିବିର ରେ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ

MORE NEWS

Dhenkanal Sadar, Dhenkanal | Jul 25, 2026

ଗନ୍ଦିଆ ବ୍ଲକର ଗୁଣ୍ଡୁରାପଶି MIP ପ୍ରତି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦିଅନ୍ତୁ

ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରାପଶି MIPରେ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପ୍ରକଳ୍ପର ସୁରକ୍ଷା ସହ ଚାଷୀମାନଙ୍କ ସ୍ୱାର୍ଥ ମଧ୍ୟ ବିପଦରେ ପଡ଼ିଛି।

ସ୍ଥାନୀୟ ଜନସାଧାରଣ ବାରମ୍ବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ବିଳମ୍ବ ହେଲେ ଘାଇ ଆହୁରି ବଡ଼ ହେବା ସହିତ ପ୍ରକଳ୍ପର ବ୍ୟାପକ କ୍ଷତି ଘଟିପାରେ ଏବଂ ଚାଷୀମାନେ ମଧ୍ୟ ଜଳସେଚନ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।

ଅତଏବ, ସମ୍ପୃକ୍ତ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସ୍ଥଳ ପରିଦର୍ଶନ, ଆବଶ୍ୟକ ମରାମତି କାର୍ଯ୍ୟ ଓ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମୋର ଦୃଢ଼ ଦାବି।
#public#vairalvidio#newsodiaodisha #facebookreelsviralviralシfypシ゚2026 #gandia

ଗନ୍ଦିଆ ବ୍ଲକର ଗୁଣ୍ଡୁରାପଶି MIP ପ୍ରତି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦିଅନ୍ତୁ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରାପଶି MIPରେ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପ୍ରକଳ୍ପର ସୁରକ୍ଷା ସହ ଚାଷୀମାନଙ୍କ ସ୍ୱାର୍ଥ ମଧ୍ୟ ବିପଦରେ ପଡ଼ିଛି। ସ୍ଥାନୀୟ ଜନସାଧାରଣ ବାରମ୍ବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ବିଳମ୍ବ ହେଲେ ଘାଇ ଆହୁରି ବଡ଼ ହେବା ସହିତ ପ୍ରକଳ୍ପର ବ୍ୟାପକ କ୍ଷତି ଘଟିପାରେ ଏବଂ ଚାଷୀମାନେ ମଧ୍ୟ ଜଳସେଚନ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଅତଏବ, ସମ୍ପୃକ୍ତ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସ୍ଥଳ ପରିଦର୍ଶନ, ଆବଶ୍ୟକ ମରାମତି କାର୍ଯ୍ୟ ଓ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମୋର ଦୃଢ଼ ଦାବି। #public#vairalvidio#newsodiaodisha #facebookreelsviralviralシfypシ゚2026 #gandia

Dhenkanal Sadar, Dhenkanal | Jul 25, 2026

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବିଧାରପୁର ଗ୍ରାମ ପଞ୍ଚାୟତ ଠାରେ ଯୋଗାଣ ମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ - Dhenkanal Sadar News