Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଥିବା ଏଚ୍ ପି ଗ୍ୟାସ୍ ଏଜେନ୍ସୀ ସମ୍ମୁଖରେ କ୍ରୃତିମ ଭିଡ଼, ଉପଭୋକ୍ତା ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଏଚ୍ ପି ଗ୍ୟାସ୍ ଏଜେନ୍ସୀ ସମ୍ମୁଖରେ ଆଜି ତା ୩।୧୨।୨୫ ରିଖ ସକାଳ ୯ ଘଣ୍ଟା ସମୟରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଭିଡ଼ ଜମିଥିଲା । ଏପରି ହୋଇଥିଲାକି,ଏହି ରାସ୍ତା ଦେଇ ଶିଶୁ ମନ୍ଦିରକୁ ଭ୍ୟାନ୍ ରେ ଯାଉଥିବା ଛାତ୍ରଛାତ୍ରୀ ମାନେ ଓହ୍ଲାଇ ଚାଲିଚାଲି ଯାଇଥିଲେ। ଗ୍ରାହକ ମାନେ ଧାଡ଼ିରେ ରହିବା ପାଇଁ ସକାଳ ୬ ଟା ଠାରୁ ଧାଡ଼ିରେ ଠିଆ ହୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସରକାର ଗ୍ୟାସ୍ ଉପଭୋକ୍ତା ମାନଙ୍କ ସୁବିଧା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସେହି ସୁବିଧାରୁ ଗଁଦିଆ ବାସୀ ବଞ୍ଚିତ।

MORE NEWS

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଥିବା ଏଚ୍ ପି ଗ୍ୟାସ୍ ଏଜେନ୍ସୀ ସମ୍ମୁଖରେ କ୍ରୃତିମ ଭିଡ଼, ଉପଭୋକ୍ତା ଅସନ୍ତୋଷ - Dhenkanal Sadar News