ଢେଙ୍କାନାଳ ସଦର: ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧିନ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରୁ ଜନ୍ତୁ ଶୀକାର ଅଭିଯୋଗରେ ୪ ଗିରଫ
ଢ଼େଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଯୋରନ୍ଦା ବନପାଳଙ୍କ ପକ୍ଷରୁ ଆଜି ତା ୯।୧୨।୨୫ ରିଖ ସକାଳ ୭ ଘଣ୍ଟା ସମୟରେ ଚଢ଼ାଉ କରି ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରୁ ମାଂସଶିକାର କରୁଥିବା ଅଭିଯୋଗରେ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ କେଜି କୁଟୁରା ମାଂସ ସହ ବନ୍ଧୁକ ଜବତ ହୋଇଛି। ଦୁଇ ଶିକାରୀ ସମେତ ମାଂସ କିଣିବାକୁ ଆସି ଦୁଇ ଗିରଫ ହୋଇଛନ୍ତି।ଗିରଫ ଶିକାରୀ ହେଲେ ଗଁଦିଆ ଥାନା ବଜୁରିଆ ଗ୍ରାମର ମଦନ ମାଝୀ ଙ୍କ ପୁଅ ହଳଧର ମାଝୀ (୩୮) ଏବଂ ନରିଆ ପଧାନ ଗିରଫ ହୋଇଛନ୍ତି। ତଦନ୍ତ ଚାଲୁ ରହିଥିବା ଯୋରନ୍ଦା ବନପାଳ ଗଙ୍ଗାଧର ସାହୁ ସୂଚ