Public App Logo
Jansamasya
Fishtech
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ସହୀଦ ବିଏସଏଫ ଯବାନ ବିଜୟ କୁମାର ସାହୁଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କ୍ରୃତ୍ୟ ସମ୍ପର୍ଣ୍ଣ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ପାଟଣା ଗ୍ରାମର ସହୀଦ ବିଏସଏଫ ଯବାନ ବିଜୟ ସାହୁ ୪୦ଙ୍କୁ ଆଜି ତା୪।୧୨।୨୫ ରିଖ ସକାଳ ୧୦ ଘଣ୍ଟା ସମୟରେ ଗ୍ରାମ ସ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପ ସଲାମୀ ପୂର୍ବକ ଶେଷ କ୍ରୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ସେ ରାଜସ୍ଥାନର ବିକାନୀର ଠାରେ ୧୯୭ ବିଏସଏଫ ବାଟାଲିୟନରେ ଯବାନ ଭାବେ କାର୍ଯ୍ୟରତ ଥିଲେ। ସେ ଘରୁ ଛୁଟି କାଟି ନିଜ ବାଟାଲିୟନରେ ଯୋଗଦେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଗତ ୨୯ ତାରିଖ ଦିନ ତାଙ୍କୁ ଯୋଦ୍ଧ ପୁରର ମେଡିପଲସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମ୍ରୃତ୍ୟୁ ହୋଇଥିଲା।

MORE NEWS

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ସହୀଦ ବିଏସଏଫ ଯବାନ ବିଜୟ କୁମାର ସାହୁଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କ୍ରୃତ୍ୟ ସମ୍ପର୍ଣ୍ଣ - Dhenkanal Sadar News